ଏହି ସବୁ ଜିନିଷ ହାତରୁ ପଡ଼ିଲେ ଅଶୁଭ!

ଅଧିକାଂଶ ସମୟ ଆମ ହାତରୁ କିଛି ଜିନିଷ ପଡ଼ିଯାଇଥାଏ । କିନ୍ତୁ ଏପରି କେତେକ ଜିନିଷ ରହିଛି ଯାହା ପଡ଼ିବା ଅଶୁଭ ସଙ୍କେତ ବୋଲି ଧରାଯାଇଥାଏ। ବାସ୍ତୁଶାସ୍ତ୍ରରେ କେଉଁ କେଉଁ ଜିନିଷ ତଳେ ପଡ଼ିଲେ ଅଶୁଭ ହୋଇଥାଏ ଏବଂ ଭବିଷ୍ୟତରେ ଆମ ପାଇଁ କଣ ଅସୁବିଧା ଏବଂ ବିପଦ ସୃଷ୍ଟି କରିଥାଏ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ ଯେପରି କ୍ଷୀର ଫୁଟିବା ସମୟରେ ଉତୁରି ପଡ଼ିଯିବା ଠିକ୍ ହୋଇନଥାଏ ସେହିପରି ଯଦି ଆମ ହାତରୁ କ୍ଷୀର ପଡ଼ିଯାଏ ତେବେ ଏହା ଅଶୁଭ ସଙ୍କେତ ହୋଇଥାଏ।

ବିଶ୍ଵାସ ରହିଛି ଯେ ଯଦି ଆମ ହାତରୁ କ୍ଷୀର ପଡ଼ିଯାଇଥାଏ ତେବେ ଭବିଷ୍ୟତରେ ପରିବାର ସଦସ୍ୟଙ୍କ ମଧ୍ୟରେ ମାନସିକ ଅଶାନ୍ତି ଦେଖାଦେଇଥାଏ । ଏହା ସହିତ ଆର୍ଥକ ସଙ୍କଟର ମଧ୍ଯ ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେହିପରି ହାତରୁ ଲୁଣ ପଡ଼ିଗଲେ ମଧ୍ୟ ଆର୍ଥିକ ସଙ୍କଟର ସଙ୍କେ କୁହାଯାଇଥାଏ। ଯଦି ଆପଣଙ୍କ ହାତରୁ କେବେ ଲୁଣ ପଡ଼ିଯାଏ ତେବେ ଆପଣ ବୁଝିଯିବେ ଯେ ଆପଣଙ୍କୁ ମଧ୍ୟ ନିକଟ ଭବିଷ୍ୟତରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ।

milk in gas stove

ଗୋଲମରିଚ ହାତରୁ ପଡ଼ିଲେ ମଧ୍ୟ ଏହା ଏକ ଅଶୁଭ ସଙ୍କେତ ବୋଲି ଧରାଯାଇଥାଏ। କୁହାଯାଏ ଯେ ଏହା ହାତରୁ ପଡ଼ିଲେ କାହା ସହ ସମ୍ପର୍କ ଖରାପ ହୋଇଥାଏ କିମ୍ବା ଆପଣ କାହା ସହ ଝଗଡ଼ା କରି ପାରନ୍ତି । ଏହା ବ୍ୟତୀତ ଯଦି କାହା ହାତରୁ ଅନ୍ନ ଅର୍ଥାତ୍ ଚାଉଳ, ଗହମ ଆଦି ଦାନା ପଡ଼ିଯାଇଥାଏ ତେବେ ଏହାକୁ ମାଆ ଅନୁପୂର୍ଣାଙ୍କ ଅପମାନ ହେବା ବୋଲି କୁହାଯାଇଥାଏ । ଏହା ଦ୍ବାରା ନିକଟ ଭବିଷ୍ୟତରେ ଆର୍ଥିକ ସଙ୍କଟ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+