ବିଭିନ୍ନ ସଂକ୍ରମଣରୁ ଶିତ ଦିନରେ ଏହି ସବୁ ଖାଦ୍ୟ କରିଥାଏ ରକ୍ଷା

ଋତୁ ବଦଳିଲେ ଦିନ ରାତି ମଧ୍ୟ ବଡ଼ ଓ ଛୋଟ ହୁଏ। ଯେମିତିକି ଶୀତ ଋତୁରେ ଦିନ ଛୋଟ ଓ ରାତି ବଡ଼ ହୁଏ। ତେବେ ଏହି ବଦଳୁଥିବା ସମୟର ପ୍ରଭାବ ଆମ ଶରୀର ଉପରେ ବି ପଡ଼େ। ଶୀତଦିନେ କ'ଣ ଖାଇବାଦ୍ୱାରା ଏହି ବଦଳୁଥିବା ପରିବେଶରେ ଆମକୁ କୌଣସି ପ୍ରକାର ସଂକ୍ରମଣର ଭୟ ରହିବ ନାହିଁ ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ତଥ୍ୟ।

କମଳା: କମଳାରେ ଭିଟାମିନ୍‌'ସି', କାଲସିଅମ, ଫସଫରସ, ମାଗ୍ନେସିଅମ ଏବଂ ପୋଟାସିୟମ ରହିଛି ଯାହା ମାଂସପେଶୀକୁ ଶକ୍ତ କରିବା ସହ ରୋଗପ୍ରତିରୋଧକ କ୍ଷମତା ବଢ଼ାଏ।

ସାଲମନ୍ ମାଛ: ସାଲମନ୍ ମାଛରେ ଥିବା ଓମେଗା ଥ୍ରୀ ଅବସାଦ ଦୂର କରିବାରେ ବେଶ ସହାୟକ ହୁଏ। ସାଧାରଣତଃ ଶୀତଦିନେ ସୂର୍ଯ୍ୟ କିରଣ ବେଶୀ ସମୟ ରୁହେ ନାହିଁ ଫଳରେ ଥଣ୍ଡା ରୋଗୀମାନେ ସନ୍ଧ୍ୟା ହେବା ମାତ୍ରେ ଅନେକ ଲୋକ ବିଶାଦଗ୍ରସ୍ତ ହୋଇପଡ଼ନ୍ତି। ବିଶାଦ ଦୂର କରିବା ପାଇଁ ସାଲମନ୍ ମାଛ ଅଧିକ ପରିମାଣରେ ଖାଆନ୍ତୁ।

ଫଳ ରସ: ଶୀତଦିନେ ସାଧାରଣତଃ କମ୍ ଶୋଷ ଲାଗିବା କାରଣରୁ ପାଣି ପିଇବାର ମାତ୍ରା କମିଯାଏ। ଫଳରେ ଶରୀରର ଜଳୀୟ ଅଂଶ କମିଯାଏ। ତେଣୁ ଏହି ସମୟରେ ଫଳ ରସ ଓ ପ୍ରଚୁର ପାଣି ପିଅନ୍ତୁ। କିନ୍ତୁ ସୋଡ଼ା ଶୀତ ଦିନେ ପିଇବେ ନାହିଁ କାରଣ ଏହା ଶରୀରରୁ ଜଳୀୟ ଅଂଶ କମାଇଦିଏ।

fruitts

ମଟର ଏବଂ ଡାଳିମ୍ବ: ମଟର ଓ ଡାଳିମ୍ବରେ ପ୍ରଚୁର ମାତ୍ରାର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମାଟୋରୀ ରହିଛି ଯାହାକୁ ଖାଇବାଦ୍ୱାରା ଥଣ୍ଡାରେ ଶରୀର ଫୁଲିବା ସମସ୍ୟା କମ୍ କରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+