Get Updates
Get notified of breaking news, exclusive insights, and must-see stories!

ଅକ୍ଷୟ ତୃତୀୟାରେ କରନ୍ତୁ ନାହିଁ ଏହି ଭୁଲ୍‌, ନଚେତ୍‌.....

ଅକ୍ଷୟ ତୃତୀୟା ଦିନ ଏପରି କିଛି କାର୍ଯ୍ୟ ରହିଛି , ଯାହା କରିବା ଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧିତ ହୋଇ ଥାଆନ୍ତି। ତେଣୁ ଏହି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଜାଣନ୍ତୁ.....

ଅକ୍ଷୟ ତୃତୀୟା ଦିନ କିଣାକିଣା କରିବାକୁ ଯିବା ପରେ ଖାଲି ହାତରେ ଘରକୁ ଫେରନ୍ତୁ ନାହିଁ। ସମ୍ଭବତଃ ରୁପା କିମ୍ବା ଅଳ୍ପ ମୂଲ୍ୟର ସୁନା କିଣନ୍ତୁ। କିମ୍ବା ଧାତୁର ନିର୍ମିତ ବସ୍ତୁ ମଧ୍ୟ କିଣି ପାରିବେ।

ଅକ୍ଷୟ ତୃତୀୟା ଦିନ ମା'ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜାର୍ଚ୍ଚନା କରିବା ଉଚିତ। ମାତ୍ର ଅଲଗା ଅଲଗା ପୂଜା କରନ୍ତୁ ନାହିଁ। ମା'ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ଖୁବ ପୁଣ୍ୟଫଳ ପ୍ରାପ୍ତି ହେବା ସହ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

akshaya tritiya
ଏହି ଦିନ ସ୍ନାନ ନକରି ତୁଳସୀ ବୃକ୍ଷକୁ ସ୍ପର୍ଶ କରନ୍ତୁ ନାହିଁ। ଭଗବାନ ବିଷ୍ଣୁଙ୍କ ପୂଜା କରିବା ସହ ଭୋଗରେ ତୁଳସୀ ଅର୍ପଣ କରନ୍ତୁ ।
ଏହି ଦିନ ଶାନ୍ତ ମନରେ ମା'ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ମା'ଙ୍କର ବିଶେଷ କୃପା ହୋଇଥାଏ। ପୂଜା ସମୟରେ କ୍ରୋଧ କରନ୍ତୁ ନାହିଁ।

ଏହି ଦିନ ଘରକୁ ଆଦୌ ଅନ୍ଧାର କରନ୍ତୁ ନାହିଁ। ଘରେ ଦୀପ ଲଗାନ୍ତୁ। ଘର ଅପରିଷ୍କାର କରନ୍ତୁ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+