BIS ସ୍ବୀକୃତିପ୍ରାପ୍ତ ହେଲମେଟ୍ ପିନ୍ଧିବାକୁ ପରାମର୍ଶ; କେନ୍ଦ୍ର ଖାଉଟି ବ୍ୟାପର ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି
ସଡ଼କ ସୁରକ୍ଷା: BIS ସ୍ବୀକୃତିପ୍ରାପ୍ତ ହେଲମେଟ୍ ପିନ୍ଧିବାକୁ ପରାମର୍ଶ। କେନ୍ଦ୍ର ଖାଉଟି ବ୍ୟାପର ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି। ଶସ୍ତା ଓ ବିପଦପୂର୍ଣ୍ଣ ହେଲମେଟ୍ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ।
ଦେଶରେ ବର୍ତ୍ତମାନ ୨୧ କୋଟି ଦୁଇ ଚକିଆ ଯାନ ପ୍ରଚଳନ କରୁଛି । ୧୭୬ଟି କମ୍ପାନୀକୁ BIS ମାର୍କା ହେଲମେଟ୍ ତିଆରି ଲାଇସେନ୍ସ ମିଳିଛି । ଏସବୁ ସତ୍ତ୍ବେ ବହୁଳ ମାତ୍ରାରେ ଅଣସ୍ବୀକୃତିପ୍ରାପ୍ତ ହେଲମେଟ୍ ବିକ୍ରି ହେଉଛି । ଯାହା ଦୁର୍ଘଟଣାଜନିତ ମୃତାହତଙ୍କ ସଂଖ୍ୟା ବଢ଼ାଇବାରେ ସହାୟକ ହେଉଛି ।
BIS କେୟାର ଆପ୍ କିମ୍ବା ପୋର୍ଟାଲ୍ ଜରିଆରେ ଅବଗତ ହେବାକୁ ପରାମର୍ଶ।













Click it and Unblock the Notifications