Get Updates
Get notified of breaking news, exclusive insights, and must-see stories!

୧୨ ବର୍ଷ ପରେ ଅପୂର୍ବ ସଂଯୋଗ; ଏକାଠି ହେଲେ ଏହି ଦୁଇ ରାଶି, ଏମାନଙ୍କୁ ମିଳିବ ବଡ ସଫଳତା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୬ ଜୁଲାଇରେ ଧନ ଓ ବୈଭବର ପ୍ରତୀକ ଶୁକ୍ର ଓ ସୁଖ,ସମୃଦ୍ଧି ଓ ଜ୍ଞାନର ଦାତା ଗୁରୁ ବୃହସ୍ପତି ଗୋଟିଏ ରାଶିରେ ପ୍ରାୟ ୧୨ ବର୍ଷ ପରେ ଏକାଠି ହେବାକୁ ଯାଉଛନ୍ତି ।

rashi phal

ଏହି ୨ ଗ୍ରହ ଏକାଠି ହେବା ଦ୍ୱାରା ବିଶେଷ ଯୋଗ ସହ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହୋଇଥାଏ । ଏହା ଅତ୍ୟନ୍ତ ଶୁଭ ଯୋଗ ସହ ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..
ଜାଣନ୍ତୁ..

ବୃଷ - ଏହି ରାଶିଙ୍କୁ ଅତ୍ୟନ୍ତ ସକରାତ୍ମକ ଫଳ ମିଳିବ । ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ଅଟକି ଥିବା କାମ ପୂରଣ ହେବା ସହ ହଠାତ୍‌ ଧନ ଓ ବଡ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପ୍ରେମରେ ସଫଳତା ସହ ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଆୟରେ ଜବରଦସ୍ତ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ ।

ତୁଳା- ଏହି ରାଶିଙ୍କ ଭାଗ୍ୟ ବଦଳିଯିବ । ଯାତ୍ରାର ଯୋଗ ରହିଛି । ନୂଆ ଘର, ଗାଡି କିଣିବାର ଯୋଗ ରହିଛି । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ସଫଳତା ମିଳିବ । ଚାକିରିରେ ଦରମା ବୃଦ୍ଧି ସହ ପଦନ୍ନୋତିର ଯୋଗ ରହିଛି । ଖର୍ଚ୍ଚ କମ୍‌ ହେବ । ବ୍ୟବସାୟରେ ଲାଭ ସହ ଉନ୍ନତି ହେବ ।

କୁମ୍ଭ- ସନ୍ତାନ ପକ୍ଷରୁ ଶୁଭ ଖବର ମିଳିବ । ପ୍ରେମ ସମ୍ପର୍କ ମଜଭୁତ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଅଟକି ଥିବା ଧନ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+