Vastu Tips: ଘରର ଏହି କୋଣରେ ଏହି ଫଟୋ ଲଗାନ୍ତୁ, ଦୂର ହୋଇଯିବ ସମସ୍ତ ପ୍ରକାର.....

ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ୭ଟି ଦୌଡ଼ୁଥିବା ଘୋଡ଼ାର ପେଣ୍ଟିଂ ଲଗାଇବା ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ। ଏହାକୁ ଘରେ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ କାମକାର୍ଯ୍ୟରେ ଶୀଘ୍ରତା ପରିଲକ୍ଷିତ ହୁଏ। ଘରେ ଧନବୃଦ୍ଧି ହେବା ସହ ବାଧାବିଘ୍ନ ଦୂର ହୁଏ। ଏହା ସହିତ ଧଳାଘୋଡ଼ା ହେଉଛି ଶାନ୍ତିର ପ୍ରତୀକ। ତେଣୁ ଲୋକେ ନିଜ ଘରେ ଧଳାେଘାଡ଼ାର ପେଣ୍ଟିଂ ଲଗାଇଥାନ୍ତି। କିନ୍ତୁ ଏ ସମ୍ପର୍କିତ କିଛି ବାସ୍ତୁ ନିୟମ ନ ମାନିବା ଦ୍ୱାରା ଏହାର କୁପ୍ରଭାବ ଘର ଉପରେ ପଡ଼େ। ତେଣୁ ଆସନ୍ତୁ ଜାଣିବା ଏହି ପେଣ୍ଟିଂ ସମ୍ପର୍କିତ କିଛି ବାସ୍ତୁ ନିୟମ ।

୭ଟି ଦୌଡ଼ୁଥିବା ଘୋଡ଼ାର ପେଣ୍ଟିଂକୁ ଘରର ପୂର୍ବ ଦିଗରେ ଲଗାଇବା ଶୁଭ ହୋଇଥାଏ। ଏହାଦ୍ୱାରା କ୍ୟାରିୟର୍‌ରେ ସଫଳତା ମିଳେ।
ଦୌଡ଼ୁଥିବା ଘୋଡ଼ାର ପେଣ୍ଟିଂକୁ ଡ୍ରଇଂ ରୁମ୍‌ର ଦକ୍ଷିଣ ଦିଗ କାନ୍ଥରେ ଲଗାନ୍ତୁ।
ଅଫିସ୍‌ରେ ନିଜ କ୍ୟାବିନ୍‌ର ଦକ୍ଷିଣ ଦିଗ କାନ୍ଥରେ ୭ଟି ଘୋଡ଼ାର ପେଣ୍ଟିଂ ଲଗାନ୍ତୁ। ଧ୍ୟାନ ଦିଅନ୍ତୁ ଯେ, ସବୁ ଘୋଡ଼ାର ମୁହଁ କ୍ୟାବିନ୍‌ ଭିତରକୁ ହେବା ଉଚିତ।

Vastu Tips
ଯୁଦ୍ଧ ସମୟରେ ଦୌଡ଼ୁଥିବା ଘୋଡ଼ାର ଫଟୋକୁ ଘରେ ଲଗାଇବା ଅନୁଚିତ। ଏହାଦ୍ୱାରା ଘରେ ଅଶାନ୍ତି କଳହ ଲାଗି ରୁହେ।
ଚିରି ଯାଇଥିବା ଘୋଡ଼ାର ଫଟୋ ଘରେ ଲଗାଇବା ଅନୁଚିତ। ଏଭଳି ଚିତ୍ର ଘରେ ଲଗାଇବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+