ଘରେ ଏହି ସବୁ ସ୍ଥାନରେ ରଖୁଛନ୍ତି ଟଙ୍କା , ଆସିପାରେ ....

ଘରେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଛୋଟ ଛୋଟ କଥାକୁ ମାନିଲେ ଶାନ୍ତି ବଜାୟ ରହେ ଓ ସମୃଦ୍ଧି ବି ହୁଏ। ସାଧାରଣତଃ ଆମେ ଘରର ଯେକୌଣସି ସ୍ଥାନରେ ଟଙ୍କା ରଖି ଦେଉ। କିନ୍ତୁ ଏଥିରୁ ବର୍ତ୍ତିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରୀକୁ ଘରର ଦକ୍ଷିଣ-ପଶ୍ଚିମ କାନ୍ଥରେ ଲଗାଇ ରଖନ୍ତୁ ଯେମିତିକି ଏହାର ମୁହଁ ଉତ୍ତରକୁ ଖୋଲିବ। କାରଣ ଭଗବାନ କୁବେର ଉତ୍ତର ଦିଗରେ ରହନ୍ତି।

ଘରେ ଟ୍ୟାପ୍‌ରୁ ପାଣି ଲିକ୍ ହେବା ବାସ୍ତୁଶାସ୍ତ୍ର ଅନୁସାରେ ଭଲ ନୁହେଁ। ଏହା ଦ୍ୱାରା ଆର୍ଥିକ କ୍ଷତି ହୁଏ। ଟ୍ୟାପ୍‌ରୁ ଧୀରେ ଧୀରେ ପାଣି ବୋହିଲେ ଧୀରେ ଧୀରେ ଆର୍ଥିକ ହାନି ବି ହୁଏ। ତେଣୁ ଟ୍ୟାପ୍ ଖରାପ ହୋଇଥିଲେ ଶୀଘ୍ର ମରାମତି କରାଇ ନିଅନ୍ତୁ।

7 places in the house where you should NOT hide your money

ଘରେ ଅଦରକାରୀ ଜିନିଷ ଜମା କରି ଅପରିଷ୍କାର କରନ୍ତୁ ନାହିଁ। କାରଣ ପରିଷ୍କାର ଘରେ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+