ଫଲୋ କରନ୍ତୁ ଏହି ଟିପ୍ସ ,ଗରମରେ ବି ହେବନି ଦେହଖରାପ !

ଦେଶରେ ଏବେ ଜାରି ରହିଛି ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ। ଖରାକୁ ଦେଖି ଘରୁ ବାହାରକୁ ବାହାରିବାକୁ ମୁସ୍କିଲ୍ ଲାଗୁଛି। ଆଗକୁ ମଧ୍ୟ ତାତି ଆହୁରୀ ଅସମ୍ଭାଳ ହେବ। ଏହି ଗରମ ଦିନେ ଦେହ ବିଶେଷ କରି ଅଧିକ ଅସୁସ୍ଥ ହୋଇପଡେ। ଏଥିପାଇଁ ଖରାଦିନେ ଅଧିକ ଶରୀରର ଯତ୍ନ ନେବା ଜରୁରୀ ।କିଭଳି ଫିଟ୍ ରହିବେ ସେନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ କିଛି ଟିପ୍ସ ଦେଇଛନ୍ତି। ଯାହାକୁ ଆପଣ ଅନୁସରଣ କରିପାରିବେ।

ହେଲଦି ଖାଦ୍ୟ ଖାଆନ୍ତୁ:

ମେ ମାସରେ ଗ୍ରୀଷ୍ମ ପ୍ରବାହ ଅଧିକ ରୁହେ। ଏପରି ପରିସ୍ଥିତିରେ, ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ। କାରଣ ଉତ୍ତାପ ବୃଦ୍ଧି ହଜମ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେଣୁ ଆପଣ ହାଲୁକା ଖାଦ୍ୟ ଖାଇବା ଉଚିତ୍ । ଖାଦ୍ୟରେ ଖିଚିଡି଼ ଓ ଡାଲି ପରି ହାଲୁକା ଖାଦ୍ୟ ଅନ୍ତର୍ଭୂକ୍ତ କରିବା ଉଚିତ୍ । ଏହା ସହିତ, ଆପଣଙ୍କ ଖାଦ୍ୟରେ ତାଜା ଫଳ ଅନ୍ତର୍ଭୁକ୍ତ କରିବା ଉଚିତ୍। ଏହା ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାର୍ଯ୍ୟ କରେ।

ହାଲୁକା ପୋଷାକ ପିନ୍ଧନ୍ତୁ:

running
ଗରମ ଦିନେ ହାଲୁକା ପୋଷାକ ପିନ୍ଧିବା ଉଚିତ୍। ବିଶେଷକରି ସୂତାରେ ତିଆରି ବସ୍ତ୍ର (Cotton Dresses)। କିନ୍ତୁ ଅଧିକାଂଶ ଲୋକେ ସିନଥେଟିକ୍ , ସିଲ୍କ୍ ପରି ପୋଷାକ ପିନ୍ଧନ୍ତି । ଯାହା ଚର୍ମ ରୋଗ ସୃଷ୍ଟି କରିଥାଏ।

ବ୍ୟାୟାମ କରନ୍ତୁ:
ନିଜକୁ ଫିଟ୍ ରଖିବା ପାଇଁ ଆପଣ ସକାଳୁ ଉଠି ବ୍ୟାୟାମ ମଧ୍ୟ କରିପାରିବେ ତୁ। କିନ୍ତୁ ମନେରଖନ୍ତୁ, ଅତ୍ୟଧିକ ସୂର୍ଯ୍ୟ କିରଣରେ ବ୍ୟାୟାମ କରନ୍ତୁ ନାହିଁ । ଏହା ବ୍ୟତୀତ, ଆପଣ କେବଳ ହାଲୁକା ବ୍ୟାୟାମ କରିବା ଉଚିତ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+