Get Updates
Get notified of breaking news, exclusive insights, and must-see stories!

WFH Jobs For Women: ଘରେ ବସି ମହିଳା ମାନେ ରୋଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା

WFH Jobs For Women: ଅନେକ ମହିଳା ଭିନ୍ନ ଭିନ୍ନ କାରଣ ପାଇଁ ଘର ବାହରକୁ ଯାଇ ଚାକିରି କରିପାରନ୍ତି ନାହିଁ । କେହି କାମ କରିବା ପାଇଁ ପସନ୍ଦ କରନ୍ତି ନାହିଁ ତ ଆଉ କାହା ପାଇଁ ଏହା ଏକ ବାଧ୍ୟତାମୂଳକ ନିର୍ଣ୍ଣୟ ଥାଏ । ହେଲେ ଏବେ ମାର୍କେଟ୍ ପରିବର୍ତ୍ତନ ହୋଇଛି ଅନେକ ୱାର୍କ ଫର୍ମ ହୋମ୍ ଚାକିରିର ସୁବିଧା ମଧ୍ୟ ମିଳିପାରୁଛି ।

ଆଜିକା ତାରିଖରେ ବେଶ ଚର୍ଚ୍ଚାରେ ରହିଛି ଟ୍ରେଣ୍ଡିଂ ଚାକିରି । ଟ୍ରେଣ୍ତିଂ କରି ଆପଣ ବେଶ୍ ଭଲ ଟଙ୍କା ରୋଜଗାର କରିପାରିବେ । ସେହିପରି ଆପଣ କେଉଁ କ୍ଷେତ୍ରରେ ନିଜ ଆଗ୍ରହ, ଆବଶ୍ୟକତା ଏବଂ ସମସ୍ତ ପାରଦର୍ଶୀତା ଅନୁଯାୟୀ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ବାଛିପାରିବେ । ଏଥିରେ ଅନେକ କ୍ୟାରିୟର ବିକଳ୍ପ ରହିଛି ।

Work From Home Jobs For Women

ଆଜିର ଯୁଗ ହେଉଛି ସୋସିଆଲ ମିଡିଆର, ଯେକୌଣସି କ୍ଷେତ୍ରରେ ସଫଳତା ପାଇବା ପାଇଁ ହେଲେ ଆପଣଙ୍କୁ ସୋସିଆଲ ମିଡିଆ ବିଷସୟରେ ସମ୍ପୁର୍ଣ୍ଣ ଜାଣିବା ପାଇଁ ପଡିବ । ବଡ଼ ବଡ଼ କମ୍ପାନୀଗୁଡିକ ପାଇଁ ଆପଣ ଏହି କାର୍ଯ୍ୟ କରିପାରିବେ । ଅନେକ କମ୍ପାନୀ ନିଜ ଫେସବୁକ୍, ଟ୍ୱିଟର, ଇନଷ୍ଟା ଆକାଉଣ୍ଟ ପାଇଁ କାମ କରିବା ପାଇଁ ଏବଂ Content ବନାଇବା ପାରି କାମ କରିବାର ବିକଳ୍ପ ଥାଏ । ଯାହା ଆପଣ ଘରେ ରହି ମଧ୍ୟ କରିପାରିବେ ।

ଏହି କ୍ଷେତ୍ରରେ ପ୍ରବେଶ କରିବାକୁ ହେଲେ କମ୍ପ୍ୟୁଟର ବିଷୟରେ ଭଲ ଜ୍ଞାନ, ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଭଲ ଅଭିଜ୍ଞତା, Content ଲେଖିବା, କ୍ରିଏଟିଭ୍ ଆଇଡିଆ ରହିବାର ଆବଶ୍ୟକତା ରହିଛି । ତେବେ ଆପଣ ଏହି ଚାକିରିରେ ବାର୍ଷିକ 3 ରୁ 4 ଲକ୍ଷ ପର୍ଯ୍ୟନ୍ତ ଆୟ କରିପାରିବେ ।

ଭର୍ଚୁଆଲ୍ ଆସିଷ୍ଟାଣ୍ଟ
ଭର୍ଚୁଆଲ୍ ଆସିଷ୍ଟାଣ୍ଟର କାମ ମଧ୍ୟ ଆପଣ ଘରେ ରହି କରିପାରିବେ । ଘରେ ରହି ଅନଲାଇନ୍ ଟେକ୍ନିକାଲ, ଏଡମିନିଷ୍ଟ୍ରେଟିଭ୍ ଏବଂ ଆର୍ଟିଷ୍ଟିକ୍ ସହାୟତା କ୍ଲାଇଣ୍ଟକୁ ଯୋଗାଇଥାନ୍ତି । ଏହାକୁ ଏକ ପ୍ରକାରର କର୍ପୋରେଟ୍ ଚାକିରି ମଧ୍ୟ କୁହାଯାଇ ପାରିବ । ତେବେ ଆପଣଙ୍କୁ ନିଜ କ୍ଲାଇଣ୍ଟ ପାଇଁ ମଧ୍ୟ କାମ କରିବା ପାଇଁ ପଡିଥାଏ । ଇମେଲ ପଠାଇବା, କଲ କରିବା ଏବଂ ଗ୍ରହଣ କରିବା ଠାରୁ ଆରମ୍ଭ କରି ଟେକ୍ନିକାଲ କାର୍ଯ୍ୟ ମଧ୍ୟ ଆପଣଙ୍କୁ କରିବା ପାଇଁ ପଡିବ । ଏହି କାର୍ଯ୍ୟ କରିବା ପାଇଁ ଆପଣଙ୍କୁ IT ବିଷୟରେ ଭଲ ଜ୍ଞାନ ରଖିବା ଉଚିତ୍ । ଏହି ଚାକିରେ ଆପଣ 2 ଲକ୍ଷରୁ 5 ଲକ୍ଷ ଟଙ୍କା ରୋଜଗାର କରିପାରିବେ ।

ଯଦି ଆପଣ ଲେଖିବାକୁ ଭଲ ପାଆନ୍ତି ତେବେ ଆପଣଙ୍କୁ ଅନେକ ଚାକିରି ବକଳ୍ପ ମିଳିଯିବ । ଆଜିକାଲି, ଅନେକ କମ୍ପାନୀ ଫ୍ରିଲାନ୍ସର୍ ମାନଙ୍କୁ ନିଯୁକ୍ତି ଦେଉଛି, ଯେଉଁମାନେ ସେମାନଙ୍କ ପାଇଁ ପାର୍ଟ ଟାଇମ୍ Content ଲେଖି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏହା ସହ ଆପଣଙ୍କୁ SEO ବିଷୟରେ ମଧ୍ୟ ଜ୍ଞାନ ଥିବା ଉଚିତ୍ । ସେହିପରି ଭାଷା ଏବଂ ବ୍ୟାକରଣ ମଧ୍ୟ ଜାଣିବା ଉତିଚ୍ । ମାସକୁ 40 ରୁ 50 ହଜାର ଟଙ୍କା ରୋଜଗାର କରିପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+