CHSL ପରୀକ୍ଷା ପାଇଁ SSCର ବିଜ୍ଞପ୍ତି ଜାରି, କିପରି କରିବେ ଆବେଦନ ?
CHSL ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରିଛି SSC । ଏହି ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୩,୧୩୧
ଆବେଦନ ତାରିଖ : ଜୁନ୍ ୨୩ରୁ ଜୁଲାଇ ୧୮ ପର୍ଯ୍ୟନ୍ତ ଆବେଦନକାରୀ ଆବେଦନ କରିପାରିବେ ।
ଆବେଦନ ଶୁଳ୍କ : ଆବେଦନ ଫିସ୍ ୧୦୦ଟଙ୍କା ଧାର୍ଯ୍ୟ କରାଯାଇଛି । ଜୁଲାଇ ୧୯ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଆବେଦନ ଶୁଳ୍କ ଇଚ୍ଛୁକ ପ୍ରାର୍ଥୀ ଭରିପାରିବେ । ଏହା ସହିତ ଜୁଲାଇ ୨୩ ଏବଂ ୨୪ରେ ତ୍ରୁଟି ସଂଶୋଧନ କରିପାରିବେ ।

ପରୀକ୍ଷା ତାରିଖ :
ଟିୟର-୧ (କମ୍ପ୍ୟୁଟର ଆଧାରିତ ପରୀକ୍ଷା) ସେପ୍ଟେମ୍ବର ୮ରୁ ୧୮ ପର୍ଯ୍ୟନ୍ତ ରହିଛି ।
ଟିୟର-୨(କମ୍ପ୍ୟୁଟର ଆଧାରିତ ପରୀକ୍ଷା) ୨୦୨୬ ଫେବୃଆରୀ-ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି ।
ବୟସ ସୀମା :ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୭ ମଧ୍ୟରେ ହୋଇଥିବା ଆବଶ୍ୟକ । ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ଉପର ବୟସ ସୀମାରେ ଛାଡ଼ ଦିଆଯିବ।
ଶିକ୍ଷାଗତ ଯୋଗ୍ୟତା : ସାଇନ୍ସ ଷ୍ଟ୍ରିମରେ +୨ ପାସ୍ କରିଥିବା ଜରୁରୀ ।
ଚୟନ ପ୍ରକ୍ରିୟା : ଆବେଦନକାରୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଜରିଆରେ କରାଯିବ । ଅଧିକ ସୂଚନା ପାଇଁ ୱେବସାଇଟକୁ ଭିଜିଟ୍ କରନ୍ତୁ ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଆବେଦନକାରୀ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ଏଥିରେ ଥିବା ହୋମପେଜରେ ଦିଆଯାଇଥିବା Recruitment ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ରେଜିଷ୍ଟ୍ରେସନ କରିବା ପରେ ପେଜକୁ ଲଗଇନ୍ କରି ଆବେଦନ ଫର୍ମ ପୂରଣ କରନ୍ତୁ ।
ପୁଣି ଜରୁରୀ ଡକ୍ୟୁମେଣ୍ଟ ଦେଇ ଅପଲୋଡ କରନ୍ତୁ ।
ଏହା ପରେ ଆବେଦନକାରୀ ଆବେଦନ ଶୁଳ୍କ ଦେଇ ଫର୍ମକୁ ସମିଟ୍ କରନ୍ତୁ ।
ଶେଷରେ ଫର୍ମର ପ୍ରିଣ୍ଟଆଉଟ କାଢି ସୁରକ୍ଷିତ ଭାବେ ନିଜ ପାଖରେ ରଖନ୍ତୁ ।
ଆବେଦନ ଫର୍ମ ପୂରଣ କରିବାରେ କୌଣସି ଅସୁବିଧା ହେଲେ ଟୋଲ୍-ଫ୍ରି ନମ୍ବରେ ଯୋଗାଯୋଗ କରିପାରିବେ ।
-
ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ଭବିଷ୍ୟବାଣୀ, ସୋସିଆଲ ମିଡ଼ିଆରେ ଆତଙ୍କ -
ଟାଇଁ ଟାଇଁ ଖରା, ୩୯ ଡିଗ୍ରୀ ଛୁଇଁପାରେ ପାରଦ -
ଇରାନର ଡ୍ରୋନ୍ ଶକ୍ତି ଦେଖି ଆମେରିକା ଆଶ୍ଚର୍ଯ୍ୟ -
ଚନ୍ଦ୍ରଗ୍ରହଣ:ଜାଣନ୍ତୁ କିପରି କରିବେ ପାଳନ ? କ'ଣ ଖାଇବେ, କ'ଣ ପିଇବେ ? -
ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇଂଲଣ୍ଡର ବଡ଼ ନିଷ୍ପତ୍ତି, ବାତିଲ କଲା ଗସ୍ତ -
ମଧ୍ୟପାଚ୍ୟରେ ମହାଯୁଦ୍ଧ;ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା, ୩୦୦ ପରମାଣୁ ବୋମାରେ ସନ୍ତୁଷ୍ଟ ନୁହେଁ,ନିଜର ବୃଦ୍ଧି କରିବ -
ମସ୍ତଙ୍କ ହୃଦୟ ଜିତୁଛନ୍ତି ବିଜୟ-ରଶ୍ମିକା, ଏବେ ୪୪ଟି ସରକାରୀ ସ୍କୁଲ ପାଇଁ... -
୪୪ଟି ସରକାରୀ ସ୍କୁଲ ପାଇଁ ଏକ ବଡ଼ ଘୋଷଣା କଲେ ନବବିବାହିତ ଦମ୍ପତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା -
ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି -
ଷ୍ଟ୍ରେଟ୍ ଅଫ ହରମୁଜକୁ ବନ୍ଦ କଲା ଇରାନ, କୌଣସି ବି ଜାହାଜ ଅତିକ୍ରମ କଲେ ଧ୍ବଂସ କରିବାକୁ ଚେତାବନୀ -
ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି, ରାତିରେ ମହାପ୍ରଭୁଙ୍କ ସୁନାବେଶ -
ଦିଲ୍ଲୀପଙ୍କୁ ସମର୍ଥନ ଦେବ ବିଜେପି












Click it and Unblock the Notifications