ବିନା ପାରୀକ୍ଷାରେ କରିପାରିବେ ଏହି ସରକାରୀ ଚାକିରି, ମାସକୁ ଦରମା ୧ ଲକ୍ଷ ୪୦ ହଜାର
Government Job: ଏହି ବିଜ୍ଞପ୍ତି ସିନିୟର ରେସିଡେଣ୍ଟଙ୍କ ପାଇଁ ରହିଛି ଏବଂ ଏହା ମାଧ୍ୟମରେ, ମୋଟ 57ଟି ପଦବୀରେ ପ୍ରାର୍ଥୀ ନିଯୁକ୍ତି ପାଇବେ । ଏହି ପୋଷ୍ଟଗୁଡିକ ଉଭୟ କ୍ଲିନିକାଲ୍ ଏବଂ ଅଣ-କ୍ଲିନିକାଲ୍ ରେସିଡେଣ୍ଟ ସ୍କିମ୍ ପାଇଁ ଉପଲବ୍ଧ । ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ପାଖରେ ଡକ୍ଟର ଅଫ୍ ମେଡିସିନ୍ (MD), ଡକ୍ଟର ଅଫ୍ ସର୍ଜରୀ (ଏମ୍ଏସ୍) କିମ୍ବା ମେଡିକାଲ୍ ପିଜି ଡିପ୍ଲୋମା କିମ୍ବା ଅନ୍ୟାନ୍ୟ ଆନୁସଙ୍ଗିକ ଡିଗ୍ରୀ ଥିବା ଉଚିତ୍ ।
ଏହି ପୋଷ୍ଟର ଚୟନ ପାଇଁ କୌଣସି ପରୀକ୍ଷା ହେବ ନାହିଁ । କେବଳ ୱେକ୍-ଇନ୍-ଇଣ୍ଟରଭିୟୁ କରାଯିବ । ଏହି ସାକ୍ଷାତକାର ESIC କାର୍ଯ୍ୟାଳୟରେ 1 ଏବଂ 2 ଜୁଲାଇ 2024 ରେ ଅନୁଷ୍ଠିତ ହେବା ନେଇ ସୂଚନା ଜାରି କରାଯାଇଛି । ଆଗ୍ରହୀ ପ୍ରାର୍ଥୀମାନେ ସାକ୍ଷାତକାର ପାଇଁ ନିର୍ଦ୍ଧାରିତ ତାରିଖରେ ଏହି ଠିକଣା ଅର୍ଥାତ୍ - ESIC - PGIMSR ଏବଂ ESIC ମେଡିକାଲ୍ କଲେଜ, ଜୋକାରେ ପହଞ୍ଚି ଇଣ୍ଟରଭିୟୁ ଦେବା ପାଇଁ ପଡିବ ।

ଏହି ପୋଷ୍ଟ ପାଇଁ ବୟସ ସୀମା 45ବର୍ଷ ରହିଛି । ସକାଳ 9.30 ରୁ 10.30 ମଧ୍ୟରେ ଏହି ଅଫିସରେ ପହଞ୍ଚିବା ପାଇଁ ପଡିବ । ଯେଉଁଠି ଡକ୍ୟୁମେଣ୍ଟ ଯାଞ୍ଚ ହେବ ଏବଂ ଏହା ପରେ ଯଦି ଆପଣଙ୍କ ସିଭି ସର୍ଟ ଲିଷ୍ଟେଡ୍ ହେଲେ ଫାଇନାସ ଇଣ୍ଟରଭିୟୁ ହେବ । ଏହି ଇଣ୍ଟରଭିୟୁ ପାଇଁ କୌଣସି ଶୁଳ୍କ ଦେବା ପାଇଁ ପଡିବ ନାହିଁ ।
ଏହି ଇଣ୍ଟରଭିୟୁ ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟଗୁଡ଼ିକୁ ସାଥିରେ ନେବା ପାଇଁ ପଡିବ । ଅଧିକ ସୂଚନା ପାଇଁ esic.gov.in ସାଇଟ୍ ଭିଜିଟ୍ କରିବା ଦ୍ୱାରା ସମସ୍ତ ସୂଚନା ପାଇପାରିବେ । ସିଲେକ୍ସନ ପରେ ଉଭୟ କ୍ଲିନିକାଲ୍ ଏବଂ ଅଣ-କ୍ଲିନିକାଲ୍ ପୋଷ୍ଟଗୁଡିକର ଦରମା ମାସକୁ 1,40,139 ଟଙ୍କା ରହିବ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications