Get Updates
Get notified of breaking news, exclusive insights, and must-see stories!

IDBI JAM Recruitment 2024: IDBI ବ୍ୟାଙ୍କରେ ଚାକିରି ସୁଯୋଗ, ୫୦୦ ପଦବୀ ପାଇଁ ହେବ ନିଯୁକ୍ତି

IDBI JAM Recruitment 2024: IDBI ବ୍ୟାଙ୍କରେ ଆସିଷ୍ଚାଣ୍ଟ ମ୍ୟାନେଜର ପୋଷ୍ଟ ପାଇଁ ନିଯୁକ୍ତି ଘୋଷଣା କରାଯାଇଛି । ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି, କିଛି ଦିନରେ ଆବେଦନ କରିବାର ଶେଷ ତାରିଖ ମଧ୍ୟ ହୋଇଯିବ । ତେବେ ବିଳମ୍ବ ନ କରି ତୁରନ୍ତ ଆପଲାଏ କରନ୍ତୁ ।

ଏହି ନିଯୁକ୍ତି ଡ୍ରା ଇଭ ମାଧ୍ୟମରେ ସମୁଦାୟ 500 ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପୂରଣ ହେବ । 12 ଫେବୃଆରୀରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି 26 ଫେବୃଆରୀ 2024 । ଆଗ୍ରହୀ ବା ଯୋଗ୍ୟ ପ୍ରାର୍ଥୀ ଅନଲାଇନ୍ ଆବେଦନ କରିପାରିବେ । ଏଥିପାଇଁ ପ୍ରାର୍ଥୀଙ୍କୁ IDBI ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ www.idbibank.in ମାଧ୍ୟମରେ ନିଜର ଆବେଦନ ପତ୍ର ଦାଖଲ କରିବା ପାଇଁ ପଡିବ ।

IDBI JAM Recruitment 2024

ଶିକ୍ଷାଗତ ଯୋଗ୍ୟତା

ଏହି ପଦବୀ ପାଇଁ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଗ୍ରାଜୁଏସନ୍ ପାସ୍ କରିଥିବା ଆବଶ୍ୟକ । ଏହା ସହିତ, ସେମାନଙ୍କର ଆଞ୍ଚଳିକ ଭାଷା ବିଷୟରେ ମଧ୍ୟ ଜ୍ଞାନ ରହିବା ଉଚିତ୍ । ପ୍ରାର୍ଥୀଙ୍କ କମ୍ପ୍ୟୁଟର ବିଷୟରେ ଜ୍ଞାନ ଥିବା ଆବଶ୍ୟକ ।

ବୟସ ସୀମା
ଏହି ପଦବୀଗୁଡ଼ିକର ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦ ବର୍ଷ ଏବଂ ସର୍ବାଧିକ ବୟସ 25 ବର୍ଷ ହୋଇଥିବା ଉଚିତ୍ ।

ଚୟନ ପ୍ରକ୍ରିୟା
ପ୍ରଥମେ ଅନଲାଇନ୍ ପରୀକ୍ଷା କରାଯିବ । ଅନଲାଇନ୍ ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀ ପର୍ସନାଲ ଇଣ୍ଟରଭ୍ୟୁ ଦେବେ । ଆବେଦନ କରିବାକୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ 1000 ଟଙ୍କା ଦେୟ ଦେବାକୁ ପଡିବ । ଅନଲାଇନ୍ ହେଉଥିବା ପରୀକ୍ଷା ଅବଜେକ୍ଟିଭ୍ ରହିବ ।

ଆବେଦନ ଶୁଳ୍କ

ଆବେଦନ କରିବାକୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ 1000 ଟଙ୍କା ଦେୟ ଦେବାକୁ ପଡିବ । ସେବିପରି SC,ST,PWD ଗର୍ବର ପ୍ରୀର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ 200 ଟଙ୍କା ରହିଛି । ଏହି ପରୀକ୍ଷା 17 ମାର୍ଚ୍ଚରେ କରାଯିବ । ଏହି ସମ୍ବନ୍ଧରେ କୌଣସି ଅଦ୍ୟତନ କିମ୍ବା ସର୍ବଶେଷ ସୂଚନା ପାଇବାକୁ, ସମୟ ସମୟରେ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+