Get Updates
Get notified of breaking news, exclusive insights, and must-see stories!

Railway Recruitment 2024: ରେଳବାଇରେ କରନ୍ତୁ ଚାକିରି; ଦଶମ ପାଶ୍ କରିଥିବା ପିଲାଙ୍କ ପାଇଁ ସୁଯୋଗ

ଭାରତୀୟ ରେଳବାଇରେ କରନ୍ତୁ ଚାକିରୀ । ଅନେକ ଯୁବକ ମଧ୍ୟ ଭାରତୀୟ ରେଳବାଇରେରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥାନ୍ତି । ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ଆପଣଙ୍କ ପାଇଁ । ଏନେଇ RRB ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି ।

ଏହି ନିଯୁକ୍ତି ମାଧ୍ୟମରେ ଲେବଲ ୧, ଲେବଲ୍ ୨ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ତେବେ ଦ୍ୱାଦଶ ପାଶ୍‌ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ସ୍କାଉଟ୍ ଓ ଗାଇଟ୍ କୋଟା ଅନୁସାରେ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ରେଳବାଇର ଅଫିସିଆଲ୍ ୱେବ୍‌ସାଇଟ୍‌ rrccr.com କୁ ଯାଇ ଆବେଦନ କରିପାରିବେ।

Railway Recruitment 2024

ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୨୯ ଜୁଲାଇ ୨୦୨୪
ଅନ୍‌ଲାଇନ୍ ଆବେଦନ ଶେଷ - ୨୮ ଅଗଷ୍ଟ ୨୦୨୪
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଖାଲି ପଦବୀ:
ଏହି ନିଯୁକ୍ତି ଅନୁସାରେ ମୋଟ୍ ୧୨ଟି ପୋଷ୍ଟ୍ ପୂରଣ ହେବ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଯୋଗ୍ୟତା:
ଲେବଲ୍-୨ - ପ୍ରାର୍ଥୀମାନେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ବିଷୟରେ ୫୦% ମାର୍କ ସହିତ ଦ୍ୱାଦଶ ଶ୍ରେଣୀ ପାଶ୍ କରିଥିବା ଆବଶ୍ୟକ। ଏତଦ୍ ବ୍ୟତୀତ, ITI ସାର୍ଟିଫିକେଟ୍ ରହିବା ଉଚିତ।
ଲେବଲ୍-୧ - ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ୍ ପାଶ୍ କରିଥିବେ ଏବଂ ସେମାନଙ୍କର NCVT ଦ୍ୱାରା ଅନୁମୋଦିତ ITI ପ୍ରମାଣପତ୍ର ମଧ୍ୟ ଥିବ।
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
ସର୍ବନିମ୍ନ ବୟସ - ୧୮ ବର୍ଷ
ସର୍ବାଧିକ ବୟସ - ୩୦/୩୩ ବର୍ଷ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ମାସିକ ଦରମା:
ମନୋନୀତ ପ୍ରାର୍ଥୀଙ୍କୁ ଲେବଲ୍-୧ ଏବଂ ଲେବଲ୍-୨ ଅନୁସାରେ ମାସିକ ଦରମା ପ୍ରଦାନ କରାଯିବ।
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଆବେଦନ ଶୁଳ୍କ:
ସାଧାରଣ ବର୍ଗ - ୫୦୦ଟଙ୍କା
SC/ ST/ESM/ ଦିବ୍ୟାଙ୍ଗ - ୨୫୦ଟଙ୍କା
ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବିଜ୍ଞପ୍ତି ଅନୁସାରେ ପାରାମେଡିକାଲ୍ ପଦବୀ ପୂରଣ ହେବ। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+