Railway Job: ୫୬୪୭ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ

ସରକାରୀ ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ନର୍ଥ-ଇଷ୍ଟ ଫ୍ରଣ୍ଟିୟର ରେଲୱେ ୫୬୪୭ଟି ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏଥିପାଇଁ ସମସ୍ତ ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କାର ଆବେଦନ ଫିସ୍ ରହିଥିବା ବେଳେ ଏସସି, ଏସଟି, ପିଡବ୍ଲ୍ୟୁବିଡି, ଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଛି । ଆପ୍ଲିକେସନ ସଂଶୋଧନ ପାଇଁ ୫୦ ଟଙ୍କା ଫିସ୍ ରଖାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ନଭେମ୍ବର ୪ ତାରିଖରୁ ଡିସେମ୍ବର ୩ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୫ ଓ ସର୍ବାଧିକ ବୟସ ୨୪ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଚଳିତ ବର୍ଷ ଡିସେମ୍ବର ମାସ ୩ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ବିଚାରକୁ ନିଆଯିବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ, ଦ୍ୱାଦଶ, ଆଇଟିଆଇ (ଏନଟିସି/ଏସଟିସି) ରହିଥିବା ଆବଶ୍ୟକ । ରେଳବାଇର ବିଭିନ୍ନ ୟୁନିଟ (ଡିଭିଜନ / ୱାର୍କଶପ) ପାଇଁ ଖାଲି ପଦ ସଂଖ୍ୟା ଅଲଗା ଅଲଗା ରହିଛି ।

Railway Job

ଅନଲାଇନ୍ ଆବେଦନ ଲିଙ୍କ: https://app.nfr-recruitment.in/#/auth/home?flag=true

ନୋଟିଫିକେସନ ଲିଙ୍କ: https://app.nfr-recruitment.in/assets/forms/NFR_Apprentice

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+