Get Updates
Get notified of breaking news, exclusive insights, and must-see stories!

Post Office: ପୋଷ୍ଟାଲରେ ୨୧,୪୨୩ ପଦବୀ ଖାଲି

ପୋଷ୍ଟାଲରେ ନିଯୁକ୍ତ ନେଇ ବଡ଼ ସୁଯୋଗ । ଏହାର ଅଫିସିଆଲ ୱେବସାଇଟ୍ ପେଜରେ ଯାଇ କରିପାରିବେ ଆବେଦନ । ଗ୍ରାମୀଣ ଡାକ ସେବକ (ଜିଡିଏସ୍) ପଦ ପାଇଁ ବାହାରିଛି ବିଜ୍ଞପ୍ତି ।

ବିଭାଗ ପକ୍ଷରୁ ୨୧,୪୧୩ ପଦ ପାଇଁ ବାହାରିଛି ବିଜ୍ଞପ୍ତି । ମାର୍କ ଆଧାରରେ ଆବେଦନକାରୀଙ୍କ ଚୟନ କରାଯିବ । ୧୦ମ ବୋର୍ଡ ପରୀକ୍ଷା ନମ୍ବର ଆଧାରରେ ନିଯୁକ୍ତି ମିଳିବ ।

Post Office

ଅଫିସିଆଲ ୱେବସାଇଟ୍ indiapostgdsonline.gov.in.ରେ ଯାଇ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବେ । ଏହାପରେ ଆପ୍ଲାଏ ଅନଲାଇନ୍ ଟ୍ୟାବକୁ କ୍ଲିକ କରି ଆପ୍ଲିକେଶନ୍ ଷ୍ଟାଟସ୍ ଅପସନକୁ ଯିବେ । ରେଜିଷ୍ଟ୍ରେଶନ୍ ନମ୍ବର ଦେଇ ସବମିଟ କରିବେ । ଏ ପରିଭାବେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ ।

ଜିଡିଏସ୍ ପଦ ପାଇଁ ଗତ ଫେବୃଆରୀ ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ୧୦ ତାରିଖରୁ ହିଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଏ ନେଇ ଅଧିକ ଜାଣିବା ପାଇଁ ପୋଷ୍ଟାଲର ଅଫିସିଆଲ ୱେବସାଇଟ ଭିଜିଟ୍ କରିବା ଆବଶ୍ୟକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+