Get Updates
Get notified of breaking news, exclusive insights, and must-see stories!

ଆଉ ୧୧୮୧ ଡାକ୍ତର ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାର ରାଜ୍ୟରେ ଆଉ ୧୧୮୧ଜଣ ଡାକ୍ତରଙ୍କୁ ନିଯୁକ୍ତି ପାଇ ଆଜି ଅନୁମୋଦନ ଦେଇଛନ୍ତି ।

Odisha CM

ଓଡ଼ିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସ କ୍ୟାଡ଼ରରେ ଏହି ୧୧୮୧ଜଣ ମେଡିକାଲ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ମିଳିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଏହି ଡାକ୍ତରମାନେ ଓଡ଼ିଶା ଲୋକସେବା ଆୟୋଗଙ୍କ ମାଧ୍ୟମରେ ଚୟନ ହୋଇଛନ୍ତି । ଏନଆଇସି ଦ୍ୱାରା ଅନଲାଇନ୍ କାଉନସେଲିଂ ମାଧ୍ୟମରେ ଏହି ଡାକ୍ତରମାନଙ୍କୁ ଆବଂଟିତ ଜିଲ୍ଲାରେ ନିଯୁକ୍ତି ମିଳିବ ।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ୧୦୭୭୪ଟି ଡାକ୍ତରୀ ପଦବୀ ଥିବାବେଳେ ସେଥିରୁ ୮୨୧୩ଜଣ ଡାକ୍ତର ବିଭିନ୍ନ ବର୍ଗର ଡାକ୍ତର କାର୍ଯ୍ୟରତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+