NABARD Recruitment 2024: ନାବାର୍ଡରେ ପୂରଣ ହେବ ଅଫିସ୍ ଆଟେଣ୍ଡାଣ୍ଟ୍‌ ପଦବୀ

  • ଦଶମ ପାଶ୍ କରି ସରକାରୀ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ୍ (NABARD) ଏହି ସୁଯୋଗ ନେଇଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏହି ନିଯୁକ୍ତି NABARDର ବିଭିନ୍ନ ରାଜ୍ୟରେ ଗ୍ରୁପ୍ 'C' ଅଫିସ୍ ଆଟେଣ୍ଡାଣ୍ଟ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୧୦୮ଟି ପଦବୀ ପୂରଣ ହେବ। ଓଡିଶାରେ ୫ଟି ପଦବୀ ପୂରଣ ହେବ। ଦଶମ ପାଶ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେବେ ।
  • ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NABARDର ଅଫିସିଆଲ୍ ୱେବ୍‌ସାଇଟ୍‌ https://www.nabard.org/ କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ NABARD Registration 2024 Apply for 108 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।
    NABARD Recruitment 2024
  • ଗୁରୁତ୍ୱପୂର୍ଣ୍ଣ ତାରିଖ:
  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୦୨ ଅକ୍ଟୋବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ - ୨୧ ନଭେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
  • ଖାଲି ପଦବୀ:
  • UR - ୫୪ଟି ପୋଷ୍ଟ୍‌
  • SC - ୦୪ଟି ପୋଷ୍ଟ୍‌
  • ST - ୧୨ଟି ପୋଷ୍ଟ୍‌
  • OBC -୨୮ଟି ପୋଷ୍ଟ୍‌
  • EWS - ୧୦ଟି ପୋଷ୍ଟ୍‌
  • ମୋଟ୍ - ୧୦୮ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
  • ଯୋଗ୍ୟତା:
  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ମାଟ୍ରିକ୍ (ଦଶମ) ପାଶ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
  • ବୟସ ସୀମା:
  • ସର୍ବନିମ୍ନ ବୟସ - ୧୮ବର୍ଷ
  • ସର୍ବାଧିକ ବୟସ - ୩୦ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
  • ମାସିକ ଦରମା:
  • ପ୍ରାର୍ଥୀ ମାସକୁ ୩୫,୦୦୦ଟଙ୍କା ଦରମା ପାଇବେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
  • ଆବେଦନ ଶୁଳ୍କ:
  • ସଂରକ୍ଷିତ ବର୍ଗ - ୫୦ ଟଙ୍କା
  • ଅନ୍ୟ ବର୍ଗ - ୫୦୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
  • ଚୟନ ପ୍ରକ୍ରିୟା:
  • ଅନ୍‌ଲାଇନ୍ ଟେଷ୍ଟ୍
  • ଲାଙ୍ଗୁଏଜ୍ ପ୍ରୋସେସିଂ ଟେଷ୍ଟ୍(LPT)
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+