Get Updates
Get notified of breaking news, exclusive insights, and must-see stories!

'ମଜା ନେହିଁ ଆ ରାହା' ଲେଖି ଚାକିରୀରୁ ଇସ୍ତଫା ଦେଲେ କର୍ମଚାରୀ

ସୋସିଆଲ ମିଡିଆରେ ଏବେ ଏକ ଇସ୍ତଫା ପତ୍ର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏପରି କିଛି ଅଜବ କଥା ଲେଖି ଇସ୍ତଫା ଦେଇଛନ୍ତି ଜଣେ କର୍ମଚାରୀ । ତେବେ ଏହି ଉସ୍ତଫା ପତ୍ରକୁ ଶିଳ୍ପପତି ତଥା ବ୍ୟବସାୟୀ ହର୍ଷ ଗୋଏଙ୍କା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

Maza nahi aa raha on resignation letter: ଯେଉଁଠି ଚାକିରୀ ଟିଏ ପାଇଁ ସାରା ଦେଶରେ ଏବେ ସମସ୍ୟ ଲାଗି ରହିଛି । ବେରୋଜଗାରୀ ଏବେ ଏକ ପ୍ରମୁଖ ସମସ୍ୟ ପାଲଟିଛି । ସେଠାରେ ଏମିତି ଏକ ବିଚିତ୍ର ଚିତ୍ର ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଏବଂ ନିଜ ହସକୁ ରୋକି ପାରିବେ ନାହିଁ ।

Maza nahi aa raha on resignation letter

ସୋସିଆଲ ମିଡିଆରେ ଏବେ ଏକ ଇସ୍ତଫା ପତ୍ର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏପରି କିଛି ଅଜବ କଥା ଲେଖି ଇସ୍ତଫା ଦେଇଛନ୍ତି ଜଣେ କର୍ମଚାରୀ । ତେବେ ଏହି ଉସ୍ତଫା ପତ୍ରକୁ ଶିଳ୍ପପତି ତଥା ବ୍ୟବସାୟୀ ହର୍ଷ ଗୋଏଙ୍କା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

ମାତ୍ର ୩ଟି ଶବ୍ଦରେ ରେଜିଙ୍ଗନେସନ୍ ଲେଟର (ଇସ୍ତଫା ପତ୍ର) ଲେଖି ଖୁସିରେ ଖୁସିରେ ଚାକିରି ଛାଡିଛନ୍ତି ଜୈନିକ ବ୍ୟକ୍ତି । ଏହି ଇସ୍ତଫା ପତ୍ରରେ ଯାହା ଲେଖା ହୋଇଛି ତାହା ବାସ୍ତବରେ ଭାରି ମଜାଦାର ଓ ଆଶ୍ଚର୍ଯ୍ୟଜନକ ମଧ୍ୟ ।

ଇସ୍ତଫା ପତ୍ର କିଛି ଏମିତି:

ଡିଅର୍ ସାର୍,
ଆଇ ରିଜାଇନ୍ . ମଜା ନେହିଁ ଆ ରାହା !
ଇୟୋର୍ସ ସିନସିୟରଲି,
ରାଜେଶ

ବାସ୍ ଏତିକି କହି ଚାକିରି ଛାଡିଛନ୍ତି ଯୁବକ ଜଣଙ୍କ । ଏବେ ଏହି ଇସ୍ତଫା ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନିଜ ଟ୍ବିଟର ହ୍ୟାଣ୍ଡଲରେ ସେୟାର କରି ହର୍ଷ ଲେଖିଛନ୍ତି, 'ଏହି ଚିଠିଟି କ୍ଷୁଦ୍ର କିନ୍ତୁ ବହୁତ ଗଭୀର। ଏହା ଏକ ଗମ୍ଭୀର ସମସ୍ୟା, ଯାହାକୁ ଆମ ସମସ୍ତଙ୍କୁ ସମାଧାନ କରିବାକୁ ପଡିବ ।

ପ୍ରକୃତରେ କହିବାକୁ ଗଲେ ଏହା କେବଳ ଏକ ଇସ୍ତଫା ପତ୍ର ନୁହେଁ ବରଂ ଚାକିରି କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏହି ଇସ୍ତଫା ପତ୍ର ଜରି ଯୁବକ ଜଣକ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବାକୁ ଚାହିଁଛନ୍ତି । କାମ କେବଳ ଅର୍ଥ ପାଇଁ ନୁହେଁ ଆତ୍ମ ସନ୍ତୁଷ୍ଟି ପାଇଁ କରିବା ନିହାତି ଆବଶ୍ୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+