Get Updates
Get notified of breaking news, exclusive insights, and must-see stories!

National Thermal Power Corporation (NTPC) Big Jobs, Apply Now

}ନ୍ୟାସ୍‌ନାଲ୍‌ ଥର୍ମାଲ୍ ପାୱାର୍ କର୍ପୋରେସନ୍ (NTPC) ରେ ଚାକିରି ପାଇବାକୁ ଆବେଦନ କରନ୍ତୁ ।ଏଥିପାଇଁ NTPC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ । ଏହି ନିଯୁକ୍ତି ମାଧ୍ୟମରେ NTPC ରେ କାର୍ଯ୍ୟନିର୍ବାହୀ (ବାୟୋମାସ୍) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୫୦ଟି ପଦବୀ ପୂରଣ ହେବ। ଯେଉଁମାନେ ଗ୍ରାଜୁଏସନ କରିଥିବେ ସେମାନେ ଏହାର ସୁଯୋଗ ନେବେ।

NTPC Apply Now

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୧୪ ଅକ୍ଟୋବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ - ୨୮ ଅକ୍ଟୋବର ୨୦୨୪

ଖାଲି ପଦବୀ:
ସାଧାରଣ ବର୍ଗ - ୨୨ଟି ପୋଷ୍ଟ୍‌
EWS - ୦୫ଟି ପୋଷ୍ଟ୍‌
OBC - ୧୩ଟି ପୋଷ୍ଟ୍‌
SC - ୦୭ଟି ପୋଷ୍ଟ୍‌
ST - ୦୩ଟି ପୋଷ୍ଟ୍‌
ମୋଟ୍ - ୫୦ଟି ପୋଷ୍ଟ୍

ଯୋଗ୍ୟତା:
ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅଗ୍ରିକଲ୍‌ଚର ସାଇନ୍ସରେ B.Sc. ଡିଗ୍ରୀ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:
ସର୍ବନିମ୍ନ ବୟସ - ୨୭ବର୍ଷ
ସର୍ବାଧିକ ବୟସ - ବିଜ୍ଞପ୍ତିରେ ଦିଆଯାଇନି

ମାସିକ ଦରମା:
ଚୟନ ହେବା ପରେ ମାସ ୪୦ ହଜାର ଟଙ୍କା ଦରମା ମିଳିବ

ଆବେଦନ ଶୁଳ୍କ:
ସାଧାରଣ ବର୍ଗ/ OBC/EWS - ୩୦୦ ଟଙ୍କା
SC/ST /PWBDମହିଳା/ESM - ଦେୟମୁକ୍ତ

ଚୟନ ପ୍ରକ୍ରିୟା:
କମ୍ପ୍ୟୁଟର ଆଧାରିତ ପରୀକ୍ଷା(CBT)
ସାକ୍ଷାତକାର
ଡକ୍ୟୁମେଣ୍ଟ୍ ଯାଞ୍ଚ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPC ର ଅଫିସିଆଲ୍ ୱେବ୍‌ସାଇଟ୍‌ ntpc.co.in କୁ ଯାଇ ଆବେଦନ କରିପାରିବେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+