ଦଶମ ପାସ୍ ପିଲାଙ୍କ ପାଇଁ ଡାକ ବିଭାଗରେ ନିଯୁକ୍ତି ସୁଯୋଗ
Indian Post Vacancy: ସରକାରୀ ଚାକିରୀ ଖୋଜୁଥିବା ଲୋକଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ । ଦଶମ ପାସ୍ ପିଲାଙ୍କ ପାଇଁ ଡାକ ବିଭାଗରେ ନିଯୁକ୍ତି ସୁଯୋଗ । ଭାରତୀୟ ଡାକ ବିଭାଗରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ସୁଯୋଗ । ଭାରତୀୟ ଡାକ ବିଭାଗ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ପାଇଁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପୋଷ୍ଟ ପାଇଁ ଆବେଦନ କରିବା ପାଇଁ ହେଲେ ଆପଣଙ୍କର ଡ୍ରାଇଭିଂ ଅଭିଜ୍ଞତା ରହିଥିବା ଉଚିତ୍ ।

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫଲାଇନ୍ ମୋଡ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହାର ଶେଷ ତାରିଖ 8 ଫେବୃଆରୀ 2025 ରଖାଯାଇଛି। ପ୍ରାର୍ଥୀମାନଙ୍କୁ ସମୟ ମଧ୍ୟରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications