Get Updates
Get notified of breaking news, exclusive insights, and must-see stories!

ଭାରତୀୟ ରେଳବାଇରେ ଚାକିରି; ମାସିକ ଦରମା ୧ ଲକ୍ଷ ୬୦ ହଜାର

ଭାରତୀୟ ରେଳବାଇରେ ଚାକିରି କରିବା ନେଇ ଅନେକଙ୍କର ସ୍ୱପ୍ନ । ଆପଣ ଯଦି ରେଳବାଇରେ ଚାକିରି ଖୋଜୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ନ୍ୟାସନାଲ ହାଇ ସ୍ପିଡ୍ ରେଳ ନିଗମ ଲିମିଟେଡ୍ (NHSRCL) ଏହି ସୁଯୋଗ ନେଇଆସିଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ ।

ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୨୬ ମାର୍ଚ୍ଚ ୨୦୨୫
ଅନ୍‌ଲାଇନ୍ ଆବେଦନ ଶେଷ - ୨୪ ଏପ୍ରିଲ୍ ୨୦୨୫

ଖାଲି ପଦବୀ:

  • ଜୁନିଅର ଟେକ୍ନିକାଲ୍ ମ୍ୟାନେଜର୍‌ (ସିଭିଲ୍) - ୩୫ଟି ପୋଷ୍ଟ
  • ଜୁନିଅର ଟେକ୍ନିକାଲ୍ ମ୍ୟାନେଜର୍‌ (ଇଲେକ୍ଟ୍ରିକାଲ୍) - ୧୭ଟି ପୋଷ୍ଟ
  • ଜୁନିଅର ଟେକ୍ନିକାଲ୍ ମ୍ୟାନେଜର୍‌ (S&T) - ୦୩ଟି ପୋଷ୍ଟ
  • ଜୁନିଅର ଟେକ୍ନିକାଲ୍ ମ୍ୟାନେଜର୍‌ (ରୋଲିଂ ଷ୍ଟକ୍) - ୦୪ଟି ପୋଷ୍ଟ
  • ଜୁନିଅର ଟେକ୍ନିକାଲ୍ ମ୍ୟାନେଜର୍‌ (ଆର୍କିଟେକ୍ଚର୍) - ୦୮ଟି ପୋଷ୍ଟ
  • ଜୁନିଅର ଟେକ୍ନିକାଲ୍ ମ୍ୟାନେଜର୍‌ (ଡାଟାବେସ୍ ଆଡମିନ୍‌) - ୦୧ଟି ପୋଷ୍ଟ |
  • ଆସିଷ୍ଟାଣ୍ଟ୍ ମ୍ୟାନେଜର୍‌ (କ୍ରୟ) - ୦୧ଟି ପୋଷ୍ଟ
  • ଆସିଷ୍ଟାଣ୍ଟ୍ ମ୍ୟାନେଜର୍‌ (ସାଧାରଣ) - ୦୨ଟି ପୋଷ୍ଟ
  • ମୋଟ ପଦବୀ - ୭୧ଟି ପୋଷ୍ଟ
    Job in Indian Railways

ଯୋଗ୍ୟତା:

  • ଇଞ୍ଜିନିୟର ପଦବୀ ପାଇଁ, ପ୍ରାର୍ଥୀ ସମ୍ପୃକ୍ତ କ୍ଷେତ୍ରରେ BE / B.Tech ଡିଗ୍ରୀ ହାସଲ କରିବା ଉଚିତ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ - ୩୫ ବର୍ଷ
  • ବୟସ ଗଣନା ୩୧।ମାର୍ଚ୍ଚ।୨୦୨୫ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:
ସର୍ବନିମ୍ନ ଦରମା - ୪୦,୦୦୦ ଟଙ୍କା
ସର୍ବାଧିକ ଦରମା - ୧,୬୦,୦୦୦ ଟଙ୍କା

କମ୍ପ୍ୟୁଟର ଆଧାରିତ ପରୀକ୍ଷା
ସାକ୍ଷାତକାର
ମେଡିକାଲ୍ ଟେଷ୍ଟ୍
ଡକ୍ୟୁମେଣ୍ଟ୍ ଯାଞ୍ଚ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+