ଇଣ୍ଡିଆନ୍‌ କୋଷ୍ଟ ଗାର୍ଡରେ କରନ୍ତୁ ଚାକିରି; ଶୀଘ୍ର କରନ୍ତୁ ଆବେଦନ

ଇଣ୍ଡିଆନ୍‌ କୋଷ୍ଟ ଗାର୍ଡରେ କରନ୍ତୁ ଚାକିରି । ଆଜ୍ଞା ହଁ ଇଣ୍ଡିଆନ୍‌ କୋଷ୍ଟ ଗାର୍ଡରେ କରନ୍ତୁ ଚାକିରି । ଖୁବ୍‌ଶୀଘ୍ର ପୂରଣ ହେବ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ । ଏନେଇ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି ।

ଇଚ୍ଛୁକ ପ୍ରାର୍ଥୀମାନେ ସେପ୍ଟେମ୍ବର ୧ ତାରିଖ ପରଠାରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏଥିପାଇଁ ଆବେଦନକାରୀଙ୍କୁ ଏହାର ଅଫିସିଆଲ ୱେବ୍‌ସାଇଟ୍‌ joinindiancoastguard.cdac.in. କୁ ଯିବାକୁ ପଡ଼ିବ ।

ମୋଟ ୪୬ ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ବାହାରିଛି । ସେପ୍ଟେମ୍ବର ୧ରୁ ଏହାର ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ଆରମ୍ଭ ହେବ ।

ସାରା ଦେଶରୁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ତର୍ଜମା କରାଯାଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ବଛାଯିବ । ବିଭିନ୍ନ ସ୍ତରରେ ସେମାନେ ଦେଇଥିବା ପରୀକ୍ଷା ତଥା କ୍ୟାରିୟରକୁ ନେଇ, ସେମାନଙ୍କ ମେରିଟ୍‌ ତର୍ଜମା କରାଯିବ ।

ଏଥିପାଇଁ ଷ୍ଟେଜ୍‌ ୧, ୨, ୩, ୪ ଓ ୫ ରହିଛି । ICG ରେ ରିକ୍ରୁଟ୍‌ ପାଇଁ ଏହି ୫ଟି ସୋପାନ ପାର କରିବା ଅତ୍ୟନ୍ତ ଜରୁରି ।

ସମସ୍ତ ପ୍ରାର୍ଥୀ ବାଧ୍ୟତାମୂଳକ ଭାବେ ବୟୋମେଟ୍ରିକ୍‌ ଜରିଆରେ ନିଜର ଫଟୋ ପରିଚୟ ତଥା ପରିଚୟତ୍ର ଦେବେ । ଏହା ସହ ସମସ୍ତ ପ୍ରକାର କାଗଜପତ୍ରରର ପ୍ରମାଣ ଦେବେ ।

JOB

ପରୀକ୍ଷା ଫି'

ଆବେଦନ ଦେୟ ୨୫ହ ଟଙ୍କା ରହିଛି
SC/ST ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଦେୟ ନାହିଁ

ଖାଲି ପଡ଼ିଥିବା ପଦବୀ

ଜେନେରାଲ ଡ୍ୟୁଟି (GD): ୨୫ ପଦବୀ
ଟେକ୍ନିନାକଲ: ୨୦ ପଦବୀ
ଆଇନ୍‌- ଗୋଟିଏ ପଦବୀ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+