୭୭୫ ପଦବୀ ପାଇଁ ଏମ୍ସରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS), ଭୁବନେଶ୍ୱର ପାଇଁ ନିଯୁକ୍ତି ବାହାରିଛି। ଏହି ପ୍ରକ୍ରିୟାରେ ମୋଟ ୭୭୫ ପଦବୀ ପୂରଣ ହେବ। ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ AIIMS ଭୁବନେଶ୍ୱରର ଅଫିସିଆଲ୍ ୱେବସାଇଟ୍ ttps://aiimsbhubaneswar.nic.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:
୦୧ ଜୁଲାଇ ୨୦୨୩ରୁ ଆବେଦନ ଆରମ୍ଭ ହେବାକୁ ଥିବା ବେଳେ ୩୦ ଜୁଲାଇ ୨୦୨୩ରେ ଶେଷ ହେବ। ସର୍ବନିମ୍ନ ବୟସ ୧୮ ବର୍ଷ ଥିବା ବେଳେ ସର୍ବାଧିକ ବୟସ ୪୫ ବର୍ଷ ହେବ।

AIIMS

ଶିକ୍ଷାଗତ ଯୋଗ୍ୟତା:
ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପରୀକ୍ଷାରେ ପାଶ
ଏହା ସହିତ ଇଞ୍ଜିନିୟରିଂ, ମାଷ୍ଟର ଏବଂ ଡିପ୍ଲୋମା କରିଥିବା ଆବଶ୍ୟକ।

ଆବେଦନ ଶୁଳ୍କ:
ସାଧାରଣ ବର୍ଗ ଏବଂ ଓବିସି ପ୍ରାର୍ଥୀ: ୩୦୦୦ ଟଙ୍କା
SC, ST ଏବଂ EWS ବର୍ଗ: ୨୪୦୦ ଟଙ୍କା
PWD ପ୍ରାର୍ଥୀ: ଦେୟ ମୁକ୍ତ

ଚୟନ ପ୍ରକ୍ରିୟା:
ଲିଖିତ ପରୀକ୍ଷା (CBT)
ସ୍କିଲ୍ ଟେଷ୍ଟ୍/ କମ୍ପ୍ୟୁଟର୍ ପ୍ରୋଫିସିଏନ୍ସୀ ଟେଷ୍ଟ୍(CPT)
ଡକ୍ୟୁମେଣ୍ଟ୍ ଭେରିଫିକେଶନ୍

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+