୧୦ମ ପାସଙ୍କ ପାଇଁ ପୋଷ୍ଟ ଅଫିସରେ ନିଯୁକ୍ତିର ସୁଯୋଗ, ଜଲଦି କରନ୍ତୁ ଆବେଦନ
Post Office Recruitment: ଯଦି ଆପଣ ଦଶମ ପାସ କରିଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ପୋଷ୍ଟ ଅଫିସ ବା ଡାକ ବିଭାଗରେ ବାହାରିଛି ବୋହୁ ପୋଷ୍ଟ ପାଇଁ ବମ୍ପର ନିଯୁକ୍ତି । ତେବେ ଇଣ୍ତିଆନ୍ ପୋଷ୍ଟରେ GDS ବିଭାଗରେ 42,73ଟି ପୋଷ୍ଟ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଯଦି ଆପଣ ଆବେଦନ କରିବାକୁ ଚାହୁଁଛନ୍ତି ତେବେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷରେ ଧ୍ୟାନ ଦେବାକୁ ପଡିବ ।
ଏହି ପୋଷ୍ଚ ପାଇଁ ଆବେଦନ କରିବା ପାଇଁ ହେଲେ ସାଧାରଣ ବର୍ଗର ଆବେଦନକାରୀଙ୍କୁ 200 ଟଙ୍କା ଦେବା ପାଇଁ ପଡିବ । ଦିବ୍ୟାଙ୍ଗ ଏବଂ ମହିଳାମାନେ ସମ୍ପୂର୍ଣ୍ଣ ମାଗଣାରେ ଏହି ପୋଷ୍ଟ ପାଇଁ ଆପଲାଏ କରିପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଇଣ୍ତିଆ ପୋଷ୍ଟ ଅଫିସ୍ ନିଯୁକ୍ତି 2024 ପାଇଁ ଆବେଦନ କରିବାକୁ ହେଲେ ଆପଣଙ୍କ ପାଖରେ ଦଶମ ପାସ୍ ସାର୍ଟିଫିକେଟ୍ ରିହିବା ଆବଶ୍ୟକତା ରହିଛି ।

ସେହିପରି ଆବେଦନକାରୀଙ୍କ ବୟସ 18 ବର୍ଷରୁ କିମ୍ବା ତାଠୁ ଅଧିକ ହେବା ଉଚିତ୍ ଏବଂ ସର୍ବାଧିକ ବୟସ ସୀମା 30 ବର୍ଷ ହେବା ଉଚିତ୍ । ତେବେ ଏହି ପୋଷ୍ଚ ପାଇଁ ଆପଣ ଅଧିକ ସୂଚନା ଇଣ୍ତିଆନ୍ ପୋଷ୍ଟ କାର୍ଯ୍ୟାଳୟର ଅଫିସିଆଲ୍ ୱେବସାଇଟରେ ସମ୍ପୁର୍ଣ୍ଣ ସୂଚନା ପାଇପାରିବେ ।












Click it and Unblock the Notifications