ରେଳବାଇରେ ଚାକିରି ପାଇବାର ବଡ଼ ସୁଯୋଗ, ଖାଲି ପଡିଛି ୩୨ ହଜାର ପଦବୀ

RRB Recruitment 2025: ରେଳ ବିଭାଗରେ ଚାକିରି ପାଇବାର ବଡ଼ ସୁଯୋଗ । ରେଳବାଇ ନିଯୁକ୍ତି ବୋର୍ଡ (RRB) 32,000 ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ନେଇ ଘୋଷଣା କରିଛି। ଏହି ନିଯୁକ୍ତି ସପ୍ତମ ସିପିସି ପେ ମାଟ୍ରିକ୍ସର ସ୍ତର 1 ଅଧୀନରେ ହେବ। ଯଦି ଆପଣ ଯୋଗ୍ୟ ତେବେ ତୁରନ୍ତ କରନ୍ତୁ ଆବେଦନ ।

ଆବେଦନ ଦାଖଲର ଶେଷ ତାରିଖ 22 ଫେବୃଆରୀ 2025 ରଖାଯାଇଛି । ପ୍ରାର୍ଥୀମାନେ ଶେଷ ତାରିଖ ଅର୍ଥାତ୍ ଫେବୃଆରୀ 23 ରୁ ଫେବୃଆରୀ 24 ପରେ ଆବେଦନ ଫି ଦେଇପାରିବେ।

job in Railways

32,438 ପଦବୀ ପାଇଁ ନିଯୁକ୍ତି କରାଯିବ। ଆବେଦନ ପ୍ରକ୍ରିୟା 23 ଜାନୁଆରୀ 2025ରୁ ଆରମ୍ଭ ହେବ ଏବଂ 24 ଫେବୃଆରୀ 2025 ପର୍ଯ୍ୟନ୍ତ ଚାଲିବ। ପ୍ରାର୍ଥୀଙ୍କ ବୟସ ୧ ଜାନୁଆରୀ 2025 ସୁଦ୍ଧା 18 ରୁ 36 ବର୍ଷ ମଧ୍ୟରେ ହେବା ଉଚିତ।

RRB ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା: RRBର ଅଫିସିଆଲ୍ ୱେବସାଇଟ୍ ଓପନ୍ କରନ୍ତୁ ଏହା ପରେ ହୋମ୍ ପେଜ୍‌ରେ CEN ନମ୍ବର 08/2024 ଅନ୍ତର୍ଗତ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ। ଆପଣଙ୍କର ସୂଚନା ଦେଇ ଲଗ୍ ଇନ୍ କରନ୍ତୁ। ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକ ଅପଲୋଡ୍ କରନ୍ତୁ। ଫି ଦେଇ ଆବେଦନ ଫର୍ମ ଦାଖଲ କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+