Get Updates
Get notified of breaking news, exclusive insights, and must-see stories!

ସ୍ବାସ୍ଥ୍ୟ ବିଭାଗରେ ମିଳିବ୨ ହଜାର ନିଯୁକ୍ତି, ଘୋଷଣା କଲେ ରାଜ୍ୟ ସରକାର

ସ୍ବାସ୍ଥ୍ୟ ବିଭାଗରେ ମିଳିବ୨ ହଜାର ନିଯୁକ୍ତି, ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୨ ହଜାର ନୂଆ ଡାକ୍ତରୀ ପଦବୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ପାଇଁ ସରକାରଙ୍କର ଏହା ଏକ ବଡ଼ ନିଷ୍ପତ୍ତି । ୩୦ ଜିଲ୍ଲା ପାଇଁ ଗ୍ରୁପ୍ ଏ ରାଙ୍କର ୨୦୦୦ LTRMO ପଦବୀ ନେଇ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଏଲଟିଆରଏମଓ-ଲିଭ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର ପଦବି ସୃଷ୍ଟି ନେଇ ସୂଚନା ରହିଛି ।

JOB

ତେବେ ଏହି ନୂଆ ପଦବୀ ସଂଖ୍ୟାକୁ ମିଶାଇ ରାଜ୍ୟର ମୋଟ୍ ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବୀ ସଂଖ୍ୟା ୧୦୭୯କୁ ବୃଦ୍ଧି ପାଇଛି । ଏହି ୨୦୦୦ ନୂଆ ଡାକ୍ତରୀ ପଦବୀ ମଧ୍ୟରୁ ସମସ୍ତ ୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ ପାଇଁ ୫୦ଟି ଡାକ୍ତରୀ ପଦବୀ ଅର୍ଥାତ୍ ମୋଟ୍ ୧୫୦୦ ପଦବୀ ଉଦ୍ଦିଷ୍ଟ ରହିବ । ଆରଜିଏଚ୍ ରାଉରକେଲାକୁ ମିଳିଛି ୨୦ଟି ଡାକ୍ତର ପଦବୀ । ପ୍ରତି ସବ୍ ଡିଜିଦିନାଲ୍ ଡାକ୍ତରଖାନା ପାଇଁ ୧୫ଟି LTRMO ପଦବୀ ରହିଛି । ୩୨ଟି ସବ୍ ଡିଭିଜନ୍ ପାଇଁ ମୋଟ୍ ୪୮୦ ପଦବୀକୁ ମଞ୍ଜୁରୀ ଦେଖିଛନ୍ତି ରାଜ୍ୟ ସରକାର । ଏହା ପୂର୍ବରୁ ୨୦୧୯ରେ ରାଜ୍ୟ ସରକାର ଅନୁରୂପ ଭାବେ ୨୦୦୦ ଏଲଟିଆରଏମଓ ପଦବୀ ନେଇ ଘୋଷଣା କରିଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+