Get Updates
Get notified of breaking news, exclusive insights, and must-see stories!

ଦ୍ୱାଦଶ ପାସ କରିଥିବା ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ, ପୂରଣ ହେବ ୫ହଜାର ପୋଷ୍ଟ

Government Job: ଦ୍ୱାଦଶ ପାସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସରକାରୀ ଚାକିରି ଖୋଜୁଥିବା ବା ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଉତ୍ତରପ୍ରଦେଶ ଅଧିନସ୍ଥ ସେବା ଚୟନ ଆୟୋଗ (UPSSSC) 5 ହଜାରରୁ ଅଧିକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ବିଶେଷ କରି ଖାଲି ପଡିଥିବା ଏହି ପଦବୀରେ ମହିଳାଙ୍କୁ ଭର୍ତ୍ତି କରାଯିବ ।

ଏହି UPSSSC ମହିଳା ସ୍ୱାସ୍ଥ୍ୟ କର୍ମୀ ପଦବୀ 2024 ରେ ଆଗ୍ରହୀ ପ୍ରାର୍ଥୀମାନେ 28 ଅକ୍ଟୋବର 2024 ରୁ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ନିଯୁକ୍ତି ଯୋଗ୍ୟତା, ପୋଷ୍ଟ ସୂଚନା, ଚୟନ ପ୍ରକ୍ରିୟା, ବିଭାଗର ଜ୍ଞାନୀ ପଦବୀ, ଦରମା ସ୍କେଲ, ସରକାରୀ ବିଜ୍ଞପ୍ତି ସହିତ ଜଡିତ ବିସ୍ତୃତ ସୂଚନା ପାଇପାରିବେ ।

UPSSSC

ପୋଷ୍ଟର ନାମ: ସ୍ୱାସ୍ଥ୍ୟ କର୍ମୀ ମହିଳା । ମୋଟ ପୋଷ୍ଟ ସଂଖ୍ୟା ହେଇଛି 5272 । ଆବେଦନ 28 ଅକ୍ଟୋବର 2024ରୁ ଆରମ୍ଭ ହେବ ଏବଂ ପଞ୍ଜୀକରଣର ଶେଷ ତାରିଖ 27 ନଭେମ୍ବର 2024 ରହିଛି । ଦେୟ ଦେବାର ଶେଷ ତାରିଖ 27 ନଭେମ୍ବର 2024 ସଂଶୋଧନର ଶେଷ ତାରିଖ 04 ଡିସେମ୍ବର 2024 ରହିଛି ।

ସେହିପରି ଏହି ପରୀକ୍ଷାର ଆବେଦନ ଫି ଜେନେରାଲ / OBC / EWS: 25 / - SC / ST: 25 / - PH (ଦିବ୍ୟାଙ୍ଗ): 25 / - ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ SBI ମାଧ୍ୟମରେ ପରୀକ୍ଷା ଭରିପାରିବେ ।

ଏହି ପୋଷ୍ଟ ପାଇଁ ବୟସ ସୀମା ସର୍ବନିମ୍ନ ବୟସ 18 ବାର୍ଷ ଏବଂ ସର୍ବାଧିକ ବୟସ 40 ବର୍ଷ ବୟସ ରହିଛି । ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା UPSSSC PET 2023 ସ୍କୋର କାର୍ଡ । ୟୁପି ନର୍ସିଂ କାଉନସିଲରେ 10 + 2 ମଧ୍ୟବର୍ତ୍ତୀ ପରୀକ୍ଷା ପାସ୍ ଏବଂ ANM ସାର୍ଟିଫିକେଟ୍ ପଞ୍ଜୀକରଣ ।

ତେବେ ଜେନେରାଲ ପାଇଁ 2399 ପୋଷ୍ଟ EWS: 489 ପୋଷ୍ଟ OBC: 1559 ପୋଷ୍ଟ SC: 435 ପୋଷ୍ଟ ST: 390 ପୋଷ୍ଟ ମୋଟ: 5272 ପୋଷ୍ଟ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+