ଆସନ୍ତା ୨୭ରେ ହେବ ASO ପରୀକ୍ଷା
ଅଗଷ୍ଟ ୨୭ରେ ASO ପରୀକ୍ଷା ହେବ ବୋଲି OPSC ଅଧ୍ୟକ୍ଷଙ୍କ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ବନ୍ୟା ଯୋଗୁଁ ଘୁଞ୍ଚିଥିବା ASO ପରୀକ୍ଷା ୨୭ରେ ହେବ । ୨୧ରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖରେ ହେବାକୁ ସ୍ଥିର କରାଯାଇଛି ।
ଭୁବନେଶ୍ୱର: ବନ୍ୟା ସ୍ଥିତି କାରଣରୁ ୨୦୨୨ ASO ର ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ତେବେ ଅଗଷ୍ଟ ୨୭ରେ ASO ପରୀକ୍ଷା ହେବ ବୋଲି OPSC ଅଧ୍ୟକ୍ଷଙ୍କ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ବନ୍ୟା ଯୋଗୁଁ ଘୁଞ୍ଚିଥିବା ASO ପରୀକ୍ଷା ୨୭ରେ ହେବ । ୨୧ରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖରେ ହେବାକୁ ସ୍ଥିର କରାଯାଇଛି ।

ତେବେ ଆସନ୍ତା 27ରେ ପୁଣି ହେବ ପରୀକ୍ଷା । ଏନେଇ OPRB ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା 27 ଅର୍ଥାତ ଶନିବାର ସକାଳ 9ଟାରୁ ଆରମ୍ଭ ହେବ ପରୀକ୍ଷା । ସେହିପରି ଦ୍ବିତୀୟ ସିଟିଂ ଦିନ 11.30ରୁ ଓ ତୃତୀୟ ସିଟିଂ 2.30ରୁ ଆରମ୍ଭ ହେବ ।

ଗୁରୁବାର ତଥା ଅଗଷ୍ଟ ୨୧ (ରବିବାର) ୨୦୨୨ରେ ହେବାକୁ ଥିଲା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା । ଓପିଏସସି ବିଜ୍ଞପ୍ତିରେ ଅନୁସାରେ, ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ASO ଲିଖିତ ପରୀକ୍ଷା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।
More From
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications