Get Updates
Get notified of breaking news, exclusive insights, and must-see stories!

ମସ୍କୋ ସହ ନୂଆ ପର୍ଯ୍ୟାୟ ଶାନ୍ତି କଥାବାର୍ତ୍ତା ଲାଗି କିଭ୍ ଦେଲା ପ୍ରସ୍ତାବ

ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‍ଦିମିର୍‍ ଜେଲେନ୍‍ସ୍କି କହିଛନ୍ତି ଆସନ୍ତା ସପ୍ତାହରେ ମସ୍କୋ ସହ ନୂଆ ପର୍ଯ୍ୟାୟ ଶାନ୍ତି କଥାବାର୍ତ୍ତା ଲାଗି କିଭ୍‍ ପ୍ରସ୍ତାବ ଦେଇଛି । ଦେଶବାସୀଙ୍କୁ ଏକ ସାନ୍ଧ୍ୟ ଉଦ୍‍ବୋଧନରେ ଶ୍ରୀ ଜେଲେନ୍‍ସ୍କି କହିଛନ୍ତି ଅସ୍ତ୍ରବିରତି ଲକ୍ଷ୍ୟ ହାସଲ ଲାଗି ଏସବୁ କରାଯିବା ଉଚିତ୍‍ । ରୁଷ୍‍ର ଉପ ବୈଦେଶିକ ମନ୍ତ୍ରୀ ସର୍ଗେଇ ରେବକୋଭ କହିଛନ୍ତି ମସ୍କୋ ୟୁକ୍ରେନ ସଂଘର୍ଷରେ ଏକ କୂଟନୈତିକ ସମାଧାନକୁ ସମର୍ଥନ କରୁଛି ଏବଂ ଏ କ୍ଷେତ୍ରରେ ବୁଝାମଣା ଲାଗି ପ୍ରସ୍ତୁତ ରହିଛି ।

Zelenskyy

ଗତ ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ୟୁକ୍ରେନ ଯୁଦ୍ଧବିରତି ଲାଗି ୫୦ଦିନିଆ ସମୟସୀମା ପ୍ରସ୍ତାବକୁ ରୁଷ୍‍ ଅଗ୍ରାହ୍ୟ କରିଥିଲା । ଆମେରିକା ରାଷ୍ଟ୍ରପତି ଲାଗୁ କରିବାକୁ ଥିବା ଅତ୍ୟଧିକ ଶୁଳ୍କ ପ୍ରସ୍ତାବକୁ ରୁଷ୍‍ ନାପସନ୍ଦ କରିଥିବା କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+