‘ଏକ୍ସ’ ର ଡାଉନ ହେଲା ସର୍ଭର

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମର 'ଏକ୍ସ' ର ସର୍ଭର ଡାଉନ। ତେବେଏହା ପ୍ରଥମ ଥର ନୁହେଁ ଯେ ଉପଭୋକ୍ତାମାନେ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ଉପଭୋକ୍ତା X ସେବାକୁ ଆକସେସେ କରିବା ସକ୍ଷମ ହୋଇପାରୁନାହାଁନ୍ତି । X ସର୍ଭର ଡାଉନ୍ ହେବା ପରେ ଲୋକମାନେ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ସମସ୍ୟା ବିଷୟରେ ପୋଷ୍ଟ କରିବା ଆରମ୍ଭ କରିଛନ୍ତି ।

elon musk

ଅନେକ ଉପଭୋକ୍ତା ଅଭିଯୋଗ କରୁଛନ୍ତି ସାଇଟ୍ ଫ୍ରେସ୍ କରିବାରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ୟୁଜର୍ସ ଅଭିଯୋଗ କରିଛନ୍ତି ଯେ ଫିଡ୍ ରିଫେର୍ସ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+