ଆଜି ବିଶ୍ବ ଖାଦ୍ୟ ଦିବସ: ଖାଦ୍ୟ ନଷ୍ଟ ଉପରେ ରଖନ୍ତୁ ନିୟନ୍ତ୍ରଣ, ଭୋକିଲା ପେଟକୁ ମିଳୁ ଦାନା
ପ୍ରତିବର୍ଷ ଅକ୍ଟୋବର 16 ତାରିଖ ଦିନ ସାରା ବିଶ୍ୱରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଏ । ମିଳିତ ଜାତିସଂଘଦ୍ୱାରା 1945 ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିନକୁ ବିଶ୍ୱ ଖାଦ୍ୟ ଦିବସ ରୂପେ ଘୋଷଣା କରାଯାଇଛି ।
ୱାଶିଂଟନ: ପ୍ରତିବର୍ଷ ଅକ୍ଟୋବର 16 ତାରିଖ ଦିନ ସାରା ବିଶ୍ୱରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଏ । ମିଳିତ ଜାତିସଂଘଦ୍ୱାରା 1945 ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିନକୁ ବିଶ୍ୱ ଖାଦ୍ୟ ଦିବସ ରୂପେ ଘୋଷଣା କରାଯାଇଛି । 1979 ନଭେମ୍ବର ମାସରେ ଖାଦ୍ୟ ଏବଂ କୃଷି ସଂଗଠନର ସଦସ୍ୟ ରାଷ୍ଟ୍ରମାନଙ୍କଦ୍ୱାରା ଏହି ସଂଗଠନର 20ତମ ସମ୍ମିଳନୀରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ନିଆଯାଇଥିଲା ।














Click it and Unblock the Notifications