ମଙ୍କିପକ୍ସକୁ ଗ୍ଲୋବାଲ୍ ହେଲଥ ଏମରଜେନ୍ସୀ ଘୋଷଣା କଲା WHO
ମଙ୍କିପକ୍ସକୁ ନେଇ ଗ୍ଲୋବାଲ୍ ହେଲଥ ଏମରଜେନ୍ସୀ ଘୋଷଣା କଲା WHO । ଆଫ୍ରିକାରେ ଏବେ ମଙ୍କିପକ୍ସ ଦୃତ ଗତିରେ ବ୍ୟାପୁଥିବାରୁ ଏହାକୁ ନଜରରେ ରଖି ଏମରଜେନ୍ସି ଘୋଷଣା କରାଯାଇଛି । ମଙ୍କିପକ୍ସ ଭୂତାଣୁ ଦ୍ବାରା ସଂକ୍ରମିତ ଏକ ରୋଗ । ମୁହଁ ଏବଂ ଦେହରେ ଛୋଟ ଛାଟ ଘା ହୋଇଥାଏ । ରୋଗୀଙ୍କୁ ଜ୍ବର ଲାଗି ରହିଥାଏ । ଦେହ ଫୁଲିବା ସହ ବଡ଼ ବଡ଼ ଚିହ୍ନ ହୋଇଯାଇଥାଏ । ଦେହ ବିନ୍ଧିବା ସହ ଅନେକ ଦିନ ଧରି ଲାଗି ରହିଥାଏ । ସମଲିଙ୍ଗୀଙ୍କ କ୍ଷେତ୍ରରେ ଏହା ଅଧିକ ବ୍ୟାପିଥାଏ । ବିଶେଷକରି ଅପରିଷ୍କାର ସ୍ଥାନରେ ଏହା ବ୍ୟାପିଥାଏ । ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ଚଳିତ ବର୍ଷ ଆଫ୍ରିକାରେ ୧୪ ହଜାର ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ୫୨୪ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଭାବିତ ଦେଶର ସରକାର ଏଥିପ୍ରତି ଧ୍ୟାନ ଦେବା ପାଇଁ ଅପିଲ୍ କରିଛି WHO । ୨୦୨୨ରେ ମଧ୍ୟ ଏଭଳି ଆତଙ୍କ ସୃଷ୍ଟି କରିଥିଲା ମଙ୍କିପକ୍ସ ।

ମଙ୍କିପକ୍ସ ଭୂତାଣୁ ଦ୍ବାରା ସଂକ୍ରମିତ ଏକ ରୋଗ । ମୁହଁ ଏବଂ ଦେହରେ ଛୋଟ ଛାଟ ଘା ହୋଇଥାଏ । ରୋଗୀଙ୍କୁ ଜ୍ବର ଲାଗି ରହିଥାଏ । ଦେହ ଫୁଲିବା ସହ ବଡ଼ ବଡ଼ ଚିହ୍ନ ହୋଇଯାଇଥାଏ । ଦେହ ବିନ୍ଧିବା ସହ ଅନେକ ଦିନ ଧରି ଲାଗି ରହିଥାଏ । ସମଲିଙ୍ଗୀଙ୍କ କ୍ଷେତ୍ରରେ ଏହା ଅଧିକ ବ୍ୟାପିଥାଏ । ବିଶେଷକରି ଅପରିଷ୍କାର ସ୍ଥାନରେ ଏହା ବ୍ୟାପିଥାଏ । ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ପୁଣି ଚିନ୍ତା ବଢ଼ାଇଲା ମଙ୍କିପକ୍ସ ବା MPOX । ଆଫ୍ରିକା ମହାଦେଶରେ ଏବେ ଦ୍ରୁତ ଗତିରେ ବଢ଼ୁଛି ସଙ୍କ୍ରମଣ । ପରିସ୍ଥିତିକୁ ନଜରରେ ରଖି ଗ୍ଲୋବାଲ୍ ହେଲଥ୍ ଏମରଜେନ୍ସି ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ୨୦୨୨ ପରଠୁ ଦ୍ବିତୀୟ ଥର ପାଇଁ MPOXକୁ ଗ୍ଲାବାଲ୍ ହେଲଥ ଏମରଜେନ୍ସି ଘୋଷଣା କରାଯାଇଛି ।












Click it and Unblock the Notifications