ବଢିଲା ହ୍ୱାଇଟ ହାଉସର ସୁରକ୍ଷା, ଋଷରୁ ମିଳିଲା ବୋମା ଧମକ

US Presidential Election 2024: ଶେଷ ହୋଇଛି ଆମେରିକା ନିର୍ବାଚନ ଫଳାଫଳ । ଆରମ୍ଭ ହୋଇଯାଇଛି ମତଗଣନା, ସେପଟେ ନିର୍ବାଚନ ଫଳାଫଳ ପରେ ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ହ୍ୱାଇଟ ହାଉସର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କାରଣ ଗତ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ ପରେ ତାଙ୍କ ସମର୍ଥକମାନେ ହ୍ୱାଇଟ୍ ଆକ୍ରମଣ କରିବା ଆରମ୍ଭ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା ।

US Presidential Election 2024

ସେହିପରି ଏଫବିଆଇ ଜାରି କରିଥିବା ସୂଚନା ଅନୁସାରେ, ବିଭିନ୍ନ ରାଜ୍ୟରେ ମତଦାନ ସ୍ଥାନରେ ନକଲି ବୋମା ଧମକ ଦିଆଯାଇଛି । ଋଷର ଡୋମେନଗୁଡିକର ଇମେଲ ମାଧ୍ୟମରେ ଏହି ଧମକ ଦିଆଯାଇଛି। ଜର୍ଜିଆ, ମିଚିଗାନ୍ ଏବଂ ୱିସ୍କୋସିନ୍ରେ ମତଦାନ କେନ୍ଦ୍ର ଉପରେ ବୋମା ପକାଇବାକୁ ଧମକ ଦିଆଯାଇଥିଲା ହେଲେ ସମସ୍ତ ଧମକ ନକଲି ଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+