କାହାରି ଅନୁମତି ଆବଶ୍ୟକତା ନାହିଁ, ଆମେ ଚାହିଁଲେ ଇରାନକୁ ଏକା ଧ୍ଵଂସ କରିଦେବୁ ; ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଇରାନର ସମସ୍ତ ପରମାଣୁ କେନ୍ଦ୍ରରେ ଆକ୍ରମଣ କରିବାକୁ ଆମେରିକାର ସବୁଜ ସଙ୍କେତର ଆବଶ୍ୟକତା ନାହିଁ। ଇସ୍ରାଏଲ ଏହାର ଆକ୍ରମଣ ଜାରି ରଖିବ। ଇରାନର ସମସ୍ତ ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରି ସେସବୁକୁ ଧ୍ବଂସ କରିବାକୁ ପ୍ରତିବଦ୍ଧ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ।

Israeli Prime Minister

ନେତାନ୍ୟାହୁ କହିଛନ୍ତି, ଇରାନର ସମସ୍ତ ଆଣବିକ କେନ୍ଦ୍ର ଉପରେ ଆକ୍ରମଣ କରି ଆମେ ଆମର ସମସ୍ତ ଲକ୍ଷ୍ୟ ହାସଲ କରିବୁ। ଆମର ସେ ସାମର୍ଥ୍ୟ ରହିଛି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ସେ ଏହା କହିଛନ୍ତି। ଇସ୍ରାଏଲ ଏହାର ଅଭିଯାନ ଜାରି ରଖିବ। ଆମେରିକା ସହଯୋଗ କରୁ କିମ୍ବା ନ କରୁ, ଏହା ତା'ର ନିଷ୍ପତ୍ତି। ଆମେରିକା ରାଷ୍ଟ୍ରପତି ଆମେରିକାର ହିତ ପାଇଁ କାର୍ଯ୍ୟ କରିବେ ଏବଂ ମୁଁ ଇସ୍ରାଏଲର ହିତ ପାଇଁ କାର୍ଯ୍ୟ କରିବି ବୋଲି ନେତାନ୍ୟାହୁ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+