Get Updates
Get notified of breaking news, exclusive insights, and must-see stories!

ବଡ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି, ଏହି ଦେଶକୁ ବିମାନ ସେବା କଲେ ବନ୍ଦ

କାରିବିଆନ ଉପକୂଳରେ ଯୁଦ୍ଧର କଳାବାଦଲ। ଭେନେଜୁଏଲା ଉପରେ ଆକ୍ରମଣ କରିପାରନ୍ତି ଟ୍ରମ୍ପ । ଭେନେଜୁଆଲା ଉପରେ ଓ ଏହାର ଚାରିପାଖରେ ଥିବା ଆକାଶ ପଥ ସଂପୂର୍ଣ୍ଣ ଭାବେ ବନ୍ଦ ବୋଲି ଧରିନିଅନ୍ତୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

tramp

ସମସ୍ତ ବିମାନ କମ୍ପାନୀ, ପାଇଲଟ, ନିଶା କାରବାରୀ ଓ ମାନବ ଚାଲାଣକାରୀଙ୍କୁ ଏଥିପ୍ରତି ଧ୍ୟାନ ଦେଇଥିବାକୁ କହିଛନ୍ତି । ସେପ୍ଟେମ୍ବର ୨ରେ ଆମେରିକୀୟ ସେନା ସନ୍ଦିଗ୍ଧ ଚୋରା ଚାଲାଣକାରୀ ଜାହାଜକୁ ବୁଡ଼ାଇବା ସହ ଜାହାଜରେ ୨୭ ଜଣ ଡ୍ରଗ୍ସ ଚାଲାଣକାରୀଙ୍କୁ ହତ୍ୟା କରିବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି । ଭେନେଜୁଏଲାର ନିକୋଲାସ ମାଦୁରୋ ସରକାର ଏହାର ତୀବ୍ର ନିନ୍ଦା କରିବା ସହ ଏହା ଜାତିସଂଘ ନିୟମ ବିରୋଧୀ ବୋଲି କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+