Get Updates
Get notified of breaking news, exclusive insights, and must-see stories!

US Election 2024: ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟୀ ଭାଷଣ, ଆମେରିକାବାସୀଙ୍କୁ ଥ୍ୟାଙ୍କୟୁ କହିଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜିତିଲେ ଟ୍ରମ୍ପ । କମଳା ହ୍ୟାରିସଙ୍କୁ ହରାଇ ଜିତିଲେ ଡୋନାଲ୍ଡ ଟ୍ରମ୍ପ । ୪ ବର୍ଷ ପରେ ପୁଣି ଥରେ ରାଷ୍ଟ୍ରପତି ହେଲେ ଟ୍ରମ୍ପ।

US Election 2024 Donald Trump s Victory

ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟୀ ଭାଷଣ। ଆମେରିକାବାସୀଙ୍କୁ ଥ୍ୟାଙ୍କୟୁ କହିଲେ ଟ୍ରମ୍ପ । ଆମେରିକାବାସୀ ମୋତେ ବିଶ୍ବାସକୁ ନେଇଥିବାରୁ ଧନ୍ୟବାଦ ।

ଡୋନାଲ୍ଡ ଟ୍ରମ୍ପ ହେଲେ ଆମେରିକାର ୪୭ ତମ ରାଷ୍ଟ୍ରପତି । ଜିତିବା ପରେ ଆମେରିକାବାସୀଙ୍କୁ ବିଜୟୀ ଭାଷଣ ଦେଇ ପ୍ରଥମେ ଟ୍ରମ୍ପ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଟ୍ରମ୍ପ କହିଛନ୍ତି, ଆମେରିକା ଭବିଷ୍ୟତ ପାଇଁ କାମ କରିବି । ଆମେରିକା ପାଇଁ ଏହା ସ୍ୱର୍ଣ୍ଣିମ ଯୁଗ ହେବ । ଆମେରିକାବାସୀ ମୋତେ ବିଶ୍ୱାସକୁ ନେଇଥିବାରୁ ଧନ୍ୟବାଦ । ଜବରଦସ୍ତ ବିଜୟ ହୋଇଥିବାରୁ ଆମେରିକାବାସୀଙ୍କ ପ୍ରତି କୃତଜ୍ଞ । ବିଜୟ ଯାତ୍ରାପଥ ଆଦୌ ସହଜ ନଥିଲା । ଏପର୍ଯ୍ୟନ୍ତ ହୋଇଥିବା ଆନ୍ଦୋଳନ ମଧ୍ୟରେ ଏହା ସବୁଠାରୁ ମହାନ ରାଜନୈତିକ ଆନ୍ଦୋଳନ । ଏହି ବିଜୟ ଐତିହାସିକ ଓ ଅବିଶ୍ୱସନୀୟ । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଟ୍ରମ୍ପ ୨୭୭ ଇଲୋକ୍ଟରାଲ୍‌ ଭୋଟ୍‌ ପାଇଛନ୍ତି । କମଳା ହାରିସ୍‌ଙ୍କୁ ହରାଇ ବିଜୟୀ ହେଲେ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପଙ୍କୁ ୨୭୭ ଓ କମଳା ହ୍ୟାରିସ୍‌ଙ୍କୁ ୨୨୬ ଭୋଟ୍‌ ମିଳିଛି । ୪ ବର୍ଷ ପରେ ପୁଣି ଥରେ ବିଜୟର ମୁକୁଟ ପିନ୍ଧିଲେ ଟ୍ରମ୍ପ । ପତ୍ନୀ ମେଲାନିଆ ଓ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ବୈଦେଶିକ ନୀତି ବିଷୟରେ ଟ୍ରମ୍ପ କହିଛନ୍ତି, ଏସିଆ, ଆରବ ସହ ଆମ ସମ୍ପର୍କ ଭଲ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+