ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ବୋମା ମାଡ଼

ଇରାନ୍ ଉପରେ ଆମେରିକାର ହମଲା । ଇରାନ-ଇସ୍ରାଏଲ ଯୁଦ୍ଧରେ ଏଣ୍ଟ୍ରି କଲା ଆମେରିକା । ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ବୋମା ମାଡ଼ । ଫରଦୋ, ନାଟାଞ୍ଜ ଓ ଇଶଫାନ ନ୍ୟୁକ୍ଲିଅର ସାଇଟରେ ବୋମା ମାଡ଼ କରିଛି ଆମେରିକା ସେନା । ଇରନକୁ ପରମାଣୁ ଶକ୍ତିହୀନ କରିବାକୁ ଆମେରିକାର ଏହି ଏୟାର ଷ୍ଟ୍ରାଇକ୍ ।

ଏଥିରେ ବଙ୍କର ବୁଷ୍ଟର ବୋମା ବ୍ୟବହାର କରିଛି ଆମେରିକା ସେନା । ଷ୍ଟିଲଥ ବମ୍ବରରୁ ବୋମା ବର୍ଷା ହୋଥିଲା । ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସଫଳତାର ସହ ବୋମା ମାଡ଼ କରିବା ପରେ ଅମେରିକୀୟ ଯୁଦ୍ଧ ବିମାନ ଫେରୁଛନ୍ତି ବୋଲି ଟ୍ରମ୍ପ କହିଛନ୍ତ । ଏଥିପାଇଁ ଆମେରିକା ସେନାକୁ ବଧାଇ ଜଣାଇଛନ୍ତି ।

US bombs Iran s 3 nuclear sites

ବିଶ୍ୱର ଅନ୍ୟ କୌଣସି ସେନା ଏଭଳି କରି ପାରିବ ନାହିଁ । ଏବେ ଶାନ୍ତିର ସମୟ ବୋଲି କହିଛନ୍ତି ଟ୍ରମ୍ପ । ଇରାନ ତାର ପରମାଣୁ କାର୍ଯ୍ୟକ୍ରମରୁ ବିରତ ନହେଲେ ଆମେରିକା ଆକ୍ରମଣ କରିବ ବୋଲି ନିକଟରେ ଟ୍ରମ୍ପ ଚେତାବନୀ ଦେଇଥିଲେ । ଆମେରିକାର ଇରାନ ଆକ୍ରମଣ ନେଇ ଆଜି ଦେଶକୁ ସମ୍ବୋଧନ କରିବେ ଟ୍ରମ୍ପ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+