ପୁଣି ଥରେ କାବୁଲରେ ଖୋଲିବ ଭାରତୀୟ ଦୂତବାସ; ଆଫଗାନ୍ ଛାତ୍ର ଓ ଆଫଗାନ୍ କ୍ରିକେଟକୁ ସମର୍ଥନ ପାଇଁ ଭାରତର ପ୍ରତିଶ୍ରୁତି
ପୁଣି ଥରେ କାବୁଲରେ ଖୋଲିବ ଭାରତୀୟ ଦୂତବାସ। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଘୋଷଣା। ତାଲିବାନ ଅର୍ଥ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଘୋଷଣା । ଆଫଗାନ୍ ଛାତ୍ର ଓ ଆଫଗାନ୍ କ୍ରିକେଟକୁ ସମର୍ଥନ ପାଇଁ ଭାରତର ପ୍ରତିଶ୍ରୁତି। ଭାରତ ବିରୋଧୀ କାର୍ଯ୍ୟକଳାପକୁ ଅନୁମତି ଦେବୁନୁ କହିଲେ ତାଲିବାନ ଅର୍ଥମନ୍ତ୍ରୀ। ୮ ଦିନିଆ ଭାରତ ଗସ୍ତରେ ଅଛନ୍ତି ତାଲିବାନ ଅର୍ଥମନ୍ତ୍ରୀ ।













Click it and Unblock the Notifications