Get Updates
Get notified of breaking news, exclusive insights, and must-see stories!

ୟୁରୋପ ନିଜର ସେନାକୁ ଶକ୍ତିଶାଳୀ କରୁ : ୟୁକ୍ରେନ ରାଷ୍ଟ୍ରପତି

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ରୁଷ୍ ଆଲୋଚନା ପାଇଁ ପ୍ରସ୍ତୁତ ନୁହେଁ। ଏବେ ଆମେରିକା ସହାୟତା ବନ୍ଦ କରିଦେଇଥିବାରୁ ଏହି ଯୁଦ୍ଧର ମୁକାବିଲା ପାଇଁ ଏକ ୟୁରୋପୀୟ ସେନା ଗଠନ ହେବା ଦରକାର। ଜର୍ମାନୀରେ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଉଦ୍‌ବୋଧନ ଦେଇ ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ ଆମେରିକା ସହାୟତା ପ୍ରସଙ୍ଗ ଏଡ଼ାଇ ଚାଲିଛି। କିନ୍ତୁ ଅନେକ ନେତା ଏହି ମହାଦେଶର ନିଜସ୍ୱ ସେନା ରହିବାର ଆବଶ୍ୟକତା ଉପରେ ସହମତି ପ୍ରକାଶ କରିଛନ୍ତି।

Ukrainian President Zelensky

ଜେଲେନ୍ସକି କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ଉପରେ ଯୁଦ୍ଧବିରତି ଚୁକ୍ତିନାମା କେବଳ ସେତେବେଳେ ଗ୍ରହଣ କରାଯିବ ଯଦି ୟୁକ୍ରେନ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରେ। ୟୁକ୍ରେନୀୟ ରାଷ୍ଟ୍ରପତି ଏହି ସମ୍ଭାବନା ଉଠାଇଛନ୍ତି ଯେ, ରୁଷ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟର ବାର୍ଷିକୀ ପାଳନ ପାଇଁ ମସ୍କୋରେ ହେବାକୁ ଥିବା ସାମରିକ ପରେଡକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିପାରେ, ଜଣେ ମର୍ଯ୍ୟାଦାଜନକ ବ୍ୟକ୍ତିତ୍ୱ ଭାବରେ ନୁହେଁ ବରଂ ବିନା ଆନ୍ତରିକତା ଭାବେ କରିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+