Get Updates
Get notified of breaking news, exclusive insights, and must-see stories!

ଭାରତ-ପାକିସ୍ତାନ ବିବାଦ ମଧ୍ୟରେ କରାଚିରେ ପହଞ୍ଚିଲା ତୁର୍କୀ ଯୁଦ୍ଧ ଜାହାଜ

ଜାମ୍ମୁ-କାଶ୍ମୀରର ପହଲଗାଓଁରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ପରଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଭାରତର ଆକ୍ରମଣ ଭୟରେ ଥରହର ହୋଇପଡ଼ିଛି ପାକିସ୍ତାନ। ଏଣୁ ପାକ୍‌ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫ ସମର୍ଥନ ହାତେଇବା ଲାଗି ତୁର୍କୀ ରାଷ୍ଟ୍ରପତି ରେଚେପ ତୈୟେପ ଏର୍ଦୋଗାନଙ୍କ ଶରଣ ପଶିଛନ୍ତି। କରାଚିରେ ପହଞ୍ଚିଛି ତୁର୍କୀର ଯୁଦ୍ଧ ଜାହାଜ 'ଟିସିଜି ବୁୟୁକାଡା'।

Turkish Navy Ship Arrives At Karachi Port Amid Tensions Between India Pakistan

ନିକଟରେ କିଛି ଦିନ ତଳେ ତୁର୍କୀ ଯୁଦ୍ଧ ବିମାନ ପଠାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ତୁର୍କୀ ଯୁଦ୍ଧ ଜାହାଜ ପଠାଇବା ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସହଯୋଗ ବୃଦ୍ଧି ଦିଗରେ ଏକ ପଦକ୍ଷେପ ବୋଲି କୁହାଯାଉଛି। ଭାରତ ପାକିସ୍ତାନକୁ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ତୁର୍କୀର ଏହି ପଦକ୍ଷେପ ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ ହୋଇପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+