Get Updates
Get notified of breaking news, exclusive insights, and must-see stories!

ଟ୍ରମ୍ପଙ୍କ ବିମାନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଜି ଟ୍ରମ୍ପଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ଟ୍ରମ୍ପ ସ୍ବିଜରଲ୍ୟାଣ୍ଡ ଯାତ୍ରା କରୁଥିବା ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି ବୋଲି କୌଣସି ଏକ ସୂତ୍ରରୁ ଜଣାପଡିଛି । ଟ୍ରମ୍ପଙ୍କ ବିମାନରେ ଇଲୋକ୍ଟ୍ରୋନିକ ସମସ୍ୟା ଦେଖାଦେଇଥିଲା । ଫଳରେ DC ଅଞ୍ଚଳରେ ସୁରକ୍ଷିତ ଭାବରେ ବିମାନଟି ଲ୍ୟାଣ୍ଡିଂ କରିଥିଲା । କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

Trump s

ସୂଚନାନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିମାନ ସ୍ୱିଜରଲ୍ୟାଣ୍ଡ ଅଭିମୁଖେ ଉଡ଼ାଣ କରିଥିଲା । କିନ୍ତୁ ବିମାନଟି ପ୍ରାୟ ଗୋଟିଏ ଘଣ୍ଟା ପରେ ଜଏଣ୍ଟ ବେସ୍ ଆଣ୍ଡ୍ରୁଜକୁ ଫେରି ଆସିଥିଲା । କ୍ରୁ ସଦସ୍ୟ ବିମାନରେ ସାମାନ୍ୟ ଇଲୋକ୍ଟ୍ରୋନିକ୍ ସମସ୍ୟା ଦେଖିବାରୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଅନ୍ୟପଟେ ଟ୍ରମ୍ପ ଆଉ ଏକ ବିମାନରେ ୱାର୍ଲଡ ଇକୋନୋମିକ୍ ଫୋରମକୁ ତାଙ୍କର ଯାତ୍ରା ଜାରି ରଖିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+