୪୧ ଦେଶ ଉପରେ ଆମେରିକାର ରୋକ୍, USAରୁ ଫେରିଲେ ଭାରତୀୟ ଛାତ୍ରୀ

Walled-off America: ବେଇନ ପ୍ରବାସ ରୋକିବାକୁ ୪୧ଟି ଦେଶ ଉପରେ ଆମେରିକା କଟକଣା ଲାଗୁ କଲା ଆମେରିକା । ଆମେରିକାର ରାଷ୍ଟ୍ରପତି ହେବା ପରେ ପ୍ରତ୍ୟେକ ଦିନ ପ୍ରାୟ ନୂଆ ନୂଆ କଟକଣା ଲାଗୁ କରୁଛନ୍ତି ଟ୍ରମ୍ପ । ଏହାରି ମଧ୍ୟରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପାକିସ୍ତାନ, ଉତ୍ତର କୋରିଆ, ସେମତେ ୪୧ଟି ଦେଶ ଉପରେ କଟକଣା ଲାଗୁ କରାଯାଇଛି ।

Walled-off America

ସେହିପରି ୪୧ଟି ଦେଶକୁ ୩ଟି କ୍ୟାଟେଗୋରୀରେ ଭାଗ କଲା ଟ୍ରମ୍ପ ସରକାର । ରେଡ୍ ବର୍ଗରେ ଥିବା ୧୧ଟି ଦେଶର ନାଗରିକଙ୍କୁ ଆମେରିକା ଆସି ଉପରେ ଲାଗିଲା ସମ୍ପୂର୍ଣ୍ଣ ରୋକ । ସେହିପରି ଅରେଞ୍ଜ ବର୍ଗରେ ୧୦ ଦେଶର ନାଗରିକଙ୍କୁ ଟୁରିଷ୍ଟ ଭିସା ମନା ଥିବା ବେଳେ ବ୍ୟବସାୟୀଙ୍କୁ ମିଳିଲା ଅନୁମତି । ସେହିପରି ୟେଲୋ ଲିଷ୍ଟରେ ଥିବା ୨୦ଟି ଦେଶ, ଗସ୍ତରେ ୬୦ ଦିନ ମଧ୍ୟରେ ସମସ୍ତ ପ୍ରମାଣ ଦେବା ପାଇଁ ନିର୍ଦ୍ଦେଶ ।

ସେହିପରି ଆମେରିକାରୁ ଫେରିଲେ ପିଏଚଡି କରୁଥିବା ଭାରତୀୟ ଛାତ୍ରୀ । ରଂଜାନୀ ଶ୍ରୀନିବାସନ୍ ଅଧାରୁ ପାଠ ଛାଟି ଭାରତ ଫେରିଛନ୍ତି । ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପିଏଚଡି ଅଧ୍ୟୟନ କରୁଥିଲେ । ହେଲେ ସେ ପାଲେଷ୍ଟାଇନକୁ ସମର୍ଥନ କରୁଥିବା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଯେଉଁଥି ପାଇଁ ରଂଜାନୀଙ୍କୁ ଆତଙ୍କବାଦ ସମର୍ଥନ ଘୋଷଣା କରିଥିଲା ଆମେରିକା । ରଂଜାନୀଙ୍କ F-1 ଷ୍ଟୁଡେଣ୍ଟ ଭିସା ବାତିଲ କରିଥିଲା ଷ୍ଟେଟ୍ ଡିପାର୍ଟମେଣ୍ଟ । ଯେଉଁଥି ପାଇଁ ତାଙ୍କୁ ଭାରତ ଫେରିବା ପାଇଁ ପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+