ଇରାନ୍ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଟ୍ରମ୍ପଙ୍କ ଧମକ, କହିଲେ ଲାଗିବ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍

ପୁଣି ଟ୍ରମ୍ପଙ୍କ ଟାରିଫ ବୋମା । ଇରାନ ବିରୋଧରେ ଆମେରିକା ରାଷ୍ଟ୍ରପତିଙ୍କ କଡା କାର୍ଯ୍ୟାନୁଷ୍ଠାନ । ଇରାନ ସହ ବ୍ୟବସାୟ କରୁଥିବା ସମସ୍ତ ରାଷ୍ଟ୍ରଗୁଡିକ ଉପରେ ଟାରିଫ୍ ଲଗାଇବାକୁ ଟ୍ରମ୍ପଙ୍କ ଘୋଷଣା । ୨୫ ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା କରିଛନ୍ତି ।

Trump
ତତ୍କାଳ ଟାରିଫ ଲାଗୁ ହେବା ନେଇ ସୋସିଆଲ ମିଡିଆ ଟ୍ରୁଥରେ ପୋଷ୍ଟ କରିଛନ୍ତି ଟ୍ରମ୍ପ । ଇରାନ ସହ ବ୍ୟବସାୟ କରୁଥିବା ସମସ୍ତ ଦେଶ ଉପରେ ଏହି ଟାରିଫ ତତ୍କାଳ ଲାଗୁ ହେବ । ଏହା ଫାଇନାଲ ବୋଲି କହିଛନ୍ତି ଟ୍ରମ୍ପ । ଏହି ନିଷ୍ପତ୍ତ ଦ୍ବାରା ଇରାନ ଏବଂ ଏହାର ସହଯୋଗୀ ରାଷ୍ଟ୍ର ଆର୍ଥିକ ଭାବେ ପ୍ରଭାବିତ ହେବ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+