ଇରାନ ଆଗ ଆକ୍ରମଣ କରିବାର ଯୋଜନା କରିଥିଲା କହିଲେ ଟ୍ରମ୍ପ୍
ଇସ୍ରାଏଲରେ ହୋଇଥାନ୍ତା ପରମାଣୁ ଆକ୍ରମଣ । ବଡ଼ ଖୁଲାସା କରିଛନ୍ତି ଟ୍ରମ୍ପ । ଆମେରିକା ଓ ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ ହେବାକୁ ଥିଲା ବୋଲି ଟ୍ରମ୍ପ କହିଛନ୍ତି । ଆମେ ଆଗୁଆ ପଦକ୍ଷେପ ନେଇନଥିଲେ ସେମାନେ ଆମ ଉପରେ ଆକ୍ରମଣ କରିଥାନ୍ତେ। ମାତ୍ର ଏକ ସପ୍ତାହ ମଧ୍ୟରେ ସେମାନେ ଆମକୁ ୧୦୦ ପ୍ରତିଶତ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲେ। ସେମାନଙ୍କ ପାଖରେ ଆମେ ଭାବିବା ଅପେକ୍ଷା ବହୁତ ଅଧିକ ମିସାଇଲ୍ ଥିଲା ।
ସେମାନେ କେବଳ ଆମକୁ ନୁହେଁ, ବରଂ ପୁରା ମଧ୍ୟ-ପ୍ରାଚ୍ୟ ଏବଂ ଇସ୍ରାଏଲ ଉପରେ ମଧ୍ୟ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଯଦି ସେମାନଙ୍କ ପାଖରେ ପରମାଣୁ ଅସ୍ତ୍ର ଥାଆନ୍ତା, ତେବେ ସେମାନେ ନିଶ୍ଚୟ ତାହା ଇସ୍ରାଏଲ ଉପରେ ବ୍ୟବହାର କରିଥାନ୍ତେ । କିନ୍ତୁ ଆମ ସେନା ଚମତ୍କାର କାମ କରିଛି । ଆମେ ସେମାନଙ୍କର ପ୍ରାୟ ୮୦ ପ୍ରତିଶତ ମିସାଇଲ୍ ଲଞ୍ଚରକୁ ଧ୍ୱଂସ କରିଦେଇଛୁ ବୋଲି ଟ୍ରମ୍ପ କହିଛନ୍ତି ।

More From
-
ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ନେତାନ୍ୟାହୁ କେଉଁ ପୁସ୍ତକ ପଢୁଛନ୍ତି? -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ଟ୍ରମ୍ପଙ୍କ ସ୍ଥଳସେନା ଅଭିଯାନ ଯୋଜନା -
ମଧ୍ୟପ୍ରାଚ୍ୟରେ ଉତ୍ତେଜନା, ଅଶୋଧିତ ତେଲ ୧୦୦ ଡଲାର ଅତିକ୍ରମ -
ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା











Click it and Unblock the Notifications