ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌-ଜେଲନ୍‌ସ୍କି ବୈଠକ; ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ୱାଶିଂଟନ: ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌-ଜେଲନ୍‌ସ୍କି ବୈଠକ । ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଯଦି ସବୁ ଠିକ୍‌ ଚାଲେ ତାହେଲେ ତ୍ରିପାକ୍ଷିକ ବୈଠକ ହେବ କହିଲେ ଟ୍ରମ୍ପ୍‌। ୟୁକ୍ରେନବାସୀ ଯୁଦ୍ଧ ପାଇଁ ଅନେକ ଦୁର୍ଦ୍ଦଶା ଭୋଗିଲେଣି। ରୁଷିଆ ରାଷ୍ଟ୍ରପତି ପୁଟିନ୍‌ ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ଚାହୁଁଛନ୍ତି ।

Trump says arrangements under way for Putin Zelenskyy summit
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+