Get Updates
Get notified of breaking news, exclusive insights, and must-see stories!

ପୁଣି ଟ୍ରମ୍ପଙ୍କ ଟାରିଫ୍ କଟକଣା,ଏଥର ଟାର୍ଗେଟରେ ୟୁରୋପୀୟ ଦେଶ

ଡୋନାଲ୍ଡ ଟ୍ରମ୍ପଙ୍କ ପୁଣି ଟାରିଫ୍ କଟକଣା । ଟାର୍ଗେଟରେ ଏଥର ୟୁରୋପୀୟ ଦେଶ । ୮ ୟୁରୋପୀୟ ଦେଶକୁ ଟ୍ରମ୍ପଙ୍କ ଟାରିଫ୍ ଛାଟ । ୧୦% ଶୁଳ୍କ ଲଗାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡେନମାର୍କ, ନରୱେ, ସ୍ୱିଡେନ୍‌, ଫ୍ରାନ୍ସ, ଜର୍ମାନୀ, ୟୁକେ, ନେଦରଲାଣ୍ଡ ଓ ଫିନଲାଣ୍ଡ ଉପରେ ୧୦% ଶିଳ୍କ ଲଗାଇଛନ୍ତି ଟ୍ରମ୍ପ । ଫେବ୍ରୁଆରି ୧ରୁ ଲାଗୁ ହେବ ଏହି ଟାରିଫ କଟକଣା । ଗ୍ରିନଲାଣ୍ଡ ପ୍ରସଙ୍ଗରେ ୟୁରୋପୀୟ ଦେଶ ଉପରେ ଖପ୍ପା ଟ୍ରମ୍ପ । ଗ୍ରିନଲାଣ୍ଡକୁ କିଣିବାକୁ ଚାହୁଁଛି ଆମେରିକା ।

trump

ଦୀର୍ଘବର୍ଷ ଧରି ଗ୍ରିନଲାଣ୍ଡ ଉପରେ ଆଧିପତ୍ୟ ବିସ୍ତାର ଲକ୍ଷ୍ୟରେ ଆମେରିକା ଅଛି । ଆମେରିକା ନିଷ୍ପତ୍ତିକୁ ୟୁରୋପୀୟ ରାଷ୍ଟ୍ର ବିରୋଧ କରିବାରୁ ୮ ୟୁରୋପୀୟ ଦେଶ ଉପରେ ଟାରିଫ୍ କଟକଣା ଲଗାଇଛନ୍ତି ଟ୍ରମ୍ପ । ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆମେରିକା ଦ୍ୱାରା "ଗ୍ରୀନଲ୍ୟାଣ୍ଡର ସମ୍ପୂର୍ଣ୍ଣ କ୍ରୟ" ପାଇଁ କୌଣସି ଚୁକ୍ତି ନ ନ ହୁଏ, ତେବେ ଜୁନ୍ ୧ ତାରିଖରେ ଏହା ୨୫ ପ୍ରତିଶତକୁ ବୃଦ୍ଧି ପାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+