ଇରାନ ଉପରେ ଗର୍ଜିଲେ ଟ୍ରମ୍ପ, ନିଆଯାଇପାରେ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ

ଇରାନକୁ ଟ୍ରମ୍ପଙ୍କ ଚେତାବନୀ । ନିଆଯାଇପାରେ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ । ଇରାନ ଉପରେ ଗର୍ଜିଲେ ଟ୍ରମ୍ପ । ଇରାନରେ ଜାରି ରହିଥିବା ହିଂସା ଏବଂ ପ୍ରତିବାଦକାରୀଙ୍କ ମୃତ୍ୟୁକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

Trump

ଆମେରିକା ଏହାକୁ ଅତି ଗମ୍ଭୀରତାର ସହ ଦେଖୁଛି ବୋଲି ସେ ଇରାନ ସରକାରଙ୍କୁ ଚେତାବନୀ ଶୁଣାଇଛନ୍ତି । ଟ୍ରମ୍ପ କହିଛନ୍ତି, ଇରାନରେ ଅନେକ ନିରୀହ ଲୋକଙ୍କୁ ହତ୍ୟା କରାଯାଉଛି । ଯାହା ଆଦୌ ହେବା କଥା ନୁହେଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୁଁ ଜାଣିନି ସେମାନଙ୍କୁ ନେତା କହିବା ଠିକ୍ ହେବ କି ନାହିଁ । ସେମାନେ କେବଳ ହିଂସା ମାଧ୍ୟମରେ ଶାସନ କରୁଛନ୍ତି ।

ଆମେରିକା ସେନା ବର୍ତ୍ତମାନ ସ୍ଥିତି ଉପରେ ନଜର ରଖିଛି । ଇରାନ ବିରୁଦ୍ଧରେ କିଛି ଅତି କଠୋର ପଦକ୍ଷେପ ବା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେରିକା ପ୍ରସ୍ତୁତ ହେଉଛି । ଖୁବ୍ ଶୀଘ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ୧୬ ଦିନରେ ପହଞ୍ଚିଛି ଇରାନ ଆନ୍ଦୋଳନ । ସରକାର ବିରୋଧୀ ଆନ୍ଦୋଳନ ଏବେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିଛି । ସଂଘର୍ଷରେ ମୃତ୍ୟୁ ସଂଖ୍ୟା ୫୦୦ ଅତିକ୍ରମ କରିଲାଣି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+