ଟ୍ରମ୍ପଙ୍କ ବଡ଼ ପଦକ୍ଷେପ, ମସ୍କଙ୍କ ପାଇଁ ବନ୍ଦ ହେଲା ହ୍ୱାଇଟ ହାଉସ

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କ ମୁହାଁମୁହିଁ। ଖୋଲାଖୋଲି ପରସ୍ପର ବିରୋଧରେ କରୁଛନ୍ତି ବୟାନବାଜି। ମସ୍କ ପ୍ରଥମେ ଡିଓଜିଇରୁ ଇସ୍ତଫା ଦେଲେ, ଆଉ ତାପରେ ସେ ଟ୍ରମ୍ପଙ୍କୁ ଟାର୍ଗେଟ କରିବାର ସୁଯୋଗ ହାତଛଡା କରୁନାହାନ୍ତି। ଟ୍ରମ୍ପ ବି ଦୋସ୍ତି ଭୁଲି ମସ୍କଙ୍କୁ ସିଧା ନିଶାନା କରୁଛନ୍ତି।

Trump

ଏଲନ ମସ୍କଙ୍କ ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ବାସଭବନର ଦ୍ୱାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପୂର୍ବତନ ସହଯୋଗୀ ଏଲନ ମସ୍କଙ୍କ ମଧ୍ୟରେ ଥିବା ସମ୍ପର୍କ ଟିକଟ ହେବାରେ ଲାଗିଛି। ଇଂରାଜୀ ଖବରକାଗଜ ଦ ନ୍ୟୁୟର୍କ ଟାଇମ୍ସ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଉଭୟ ଉଭୟଙ୍କୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଟାର୍ଗେଟ କରି ପୋଷ୍ଟ କରୁଛନ୍ତି। ଏଲନ ମସ୍କ କହିଛନ୍ତି ଯେ ତାଙ୍କ ବିନା ଟ୍ରମ୍ପ ନଭେମ୍ବର ମାସରେ ନିର୍ବାଚନ ଜିତିପାରିନଥାନ୍ତେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+