ପାକିସ୍ତାନରେ ଟ୍ରେନ୍ ହାଇଜାକ୍, ୪ ଶହ ଯାତ୍ରୀ ପଣବନ୍ଦୀ
Train Hijacked In Pakistan: ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ଟ୍ରେମ ଅପହରଣ କରିବା ସହ ୬ ଜଣ ସେନା ଅଧିକାରୀଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ରହିଛି । ଆତଙ୍କବାଦୀ ଜାଫର ଏକ୍ସପ୍ରେସ ଟ୍ରେନ ଅପହରଣ କରିଥିବା ନେଇ ସୂଚନା । ଟ୍ରେନରେ ଥିବା ୪୦୦ ଯାତ୍ରା ପଣବନ୍ଦୀ ଥିବା ନେଇ ସୂଚନା ରହିଛି ସେହିପରି ଏଥିରେ ୪ ଶହ ଅଧିକାରୀ ମଧ୍ୟ ରହିଛନ୍ତି । ତେବେ ଏହି ଅପହରଣ ପାଇଁ ନିଜକୁ ଦାୟୀ କରିଛି ବେଲୁଚି ଲିବରେସନ ଆର୍ମି ।

ସୂଚନା ଅନୁସାରେ, ଟ୍ରେନଟି କ୍ୱେଟାରୁ ପେଶାୱର ଯାଉଥିବେ ବେଳେ ଅପହରଣ କରାଯାଇଛି । ସେହିପରି ଏପରି ପରିସ୍ଥିତିର ମୁକାବିଲା ପାଇଁ ବେଲୁଚିସ୍ତାନ ସରକାର ପ୍ରସ୍ତୁତ ଅଛନ୍ତି । ସୋସିଆଲ ମିଡିଆରେ ଭଡିଓ ଫଟୋ ଭାଇରାଲ ହେଉଛି ।












Click it and Unblock the Notifications