ବାଂଲାଦେଶକୁ ଟ୍ରେନ୍ ଓ ବିମାନ ଚଳାଚଳ ସ୍ଥଗିତ
Bangladesh News: ଧିରେ ଧିରେ ବିଗିଡିବାରେ ଲାଗିଛି ବାଂଲାଦେଶ ସ୍ଥିତି । ବ୍ୟାପକ ହିଂସା ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ଭାରତ ଏବଂ ବାଂଲାଦେଶ ଚଳାଚଳ କରୁଥିବା ସମସ୍ତ ଟ୍ରେନ ଏବଂ ବିମାନ ସେବାକୁ ସ୍ଥଗିତ ରଖାଯାଇଛି । କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ ଯାତ୍ରା କରୁଥିବା ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି ।

ସେହିପରି କୋଲକତା ଢାକା ଏବଂ କୋଲକଚା ଖୁଲାନାକୁ ଯାଉଥିବା ମୈତ୍ରୀ ଏକ୍ସପ୍ରେସ ଏବଂ ବନ୍ଧନ ଏକ୍ସପ୍ରେସ ଚଳାଚଳ ବନ୍ଦ କରାଯାଇଥିବା ନେଇ ରେଲୱେ ପକ୍ଷରୁ ସୂଚନା ଜାରି କରାଯାଇଛି ।












Click it and Unblock the Notifications